ସିନେମା ୭୪ ବର୍ଷରେ ଚିରବିଦାୟ ନେଲେ ଅଭିନେତା ପ୍ରଦୀପ ରାୱତ ଭାରତୀୟ ସିନେମାର ଜଣେ ପ୍ରଭାବଶାଳୀ ଖଳନାୟକ ଭାବେ ପରିଚିତ ପ୍ରଦୀପ ରାୱତ ଆଉ ନାହାନ୍ତି। ୭୪ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ୧୯୫୨ ଜାନୁଆରୀ ୨୧ରେ…