ଆଜିର ଖବର ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା ଜମ୍ମୁ କାଶ୍ମୀର: ଆମ ଆଦମୀ ପାର୍ଟି (AAP)ର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସମେତ ଦୁଇ-ତୃତୀୟାଂଶ ସାଂସଦଙ୍କ ବିଜେପିରେ ଯୋଗଦାନକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି।…