Categories
ଆଜିର ଖବର

ରକୁଲ ପ୍ରୀତ୍‌ ସିଂଙ୍କ କିସିଂ ଭିଡିଓ ଭାଇରାଲ୍‌

ମୁମ୍ବାଇ : ବଲିଉଡ୍‌ ଏବଂ ଟଲିଉଡ୍‌ର ସୁପର ହଟ୍‌ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍‌ ସିଂଙ୍କ ଏକ କିସିଂ ଭିଡିଓ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ରକୁଲ୍‌ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ତେବେ କୌଣସି ଫିଲ୍ମ ସେଟ୍‌ରେ କିମ୍ବା କୌଣସି ସହ କଳାକାରଙ୍କୁ ନୁହେଁ । ଫିଜିଓଙ୍କ ସହିତ ଚକ୍ରାସନ ସମୟରେ ରକୁଲ୍‌ କାନ୍ଥକୁ ଚୁମ୍ବନ ଦେଉଛନ୍ତି । ବଲିଉଡ୍‌ର ଅନ୍ୟତମ ଫିଟ୍‌ ଅଭିନେତ୍ରୀ ରକୁଲ୍‌ ସର୍ବଦା ନିଜର ଫିଟନେସ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରିଥାନ୍ତି । ରକୁଲ୍‌ ନିଜର ଇନ୍‌ଷ୍ଟାଗ୍ରାମ ସାଇଟ୍‌ରେ ଭିଡିଓଟିକୁ ଅପ୍‌ଲୋଡ୍‌ କରିବା ପରେ ଏହାକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ରକୁଲ୍‌ଙ୍କ ଚକ୍ରାସନକୁ ଅଧିକାଂଶ ଫ୍ୟାନ୍‌ ପସନ୍ଦ କରିଛନ୍ତି ।

View this post on Instagram

Repost @anshukayoga #TuesdayTip – Heart ? openers @rakulpreet ✨ This is one of my favourite #chakrasana drills. This helps in opening the front body, heart, back & chest. For those with stiffer upper backs you can go onto your toes to push your chest back. It is very important to push down into your feet and to feel the body rising and expanding. Make sure you’re warmed up before you try this. If you try this, tag me I’d love to see your version of “KISS THE WALL.” ✨ ❤ Follow @rakul.preet143 ❤️ #Rakulpreet #rakulpreetsingh #allaboutrakulpreet ❤❤❤❤ . . #samanthaakkineni #anushkashetty #baahubali2 #baahubali #bahubali #bahubali2 #prabhas #prabhasanushka #prabhasraju #hyderabad #chennai #mumbai #ShaliniPandey #ArjunReddy #vijaydevarakonda #rakulpreet #rakulpreetsingh #samantha #samantharuthprabhu #nivethathomas #saipallavi #keerthysuresh #raashikhanna #sunnyleone #allaboutrakulpreet

A post shared by Rakul Preet ? (@rakul.preet143) on

ରକୁଲ୍‌ ଅର୍ଜୁନ କପୁର୍‌ଙ୍କ ସହିତ ଏକ ଅନ୍‌ଟାଇଟଲ୍‌ଡ ଫିଲ୍ମରେ ଏବଂ ଜନ୍‌ ଆବ୍ରାହାମ୍‌ଙ୍କ ସହିତ ଆକ୍ସନ୍‌ ଥ୍ରୀଲର୍‌ ଆଟାକ୍‌ରେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତିତ ଦକ୍ଷିଣ ଭାରତରେ ରକୁଲ୍‌ ଶିବା କାର୍ତ୍ତିକେୟନ୍‌ଙ୍କ ବିପକ୍ଷରେ ଆଲୟାନ ଏବଂ କମଲ ହାସନଙ୍କ ଇଣ୍ଡିଆନ୍‌-2ରେ ନଜର ଆସିବାକୁ ଯାଉଛନ୍ତି ।

Categories
ଫଟୋ ଖବର

ମୁମ୍ବାଇର ବାନ୍ଦ୍ରାଠାରେ ଅଭିନେତ୍ରୀ ରାକୁଲ୍‌ ପ୍ରୀତ୍‌ ସିଂ

Mumbai: Actress Rakul Preet Singh spotted at bandra in Mumbai on Feb 24, 2020. (Photo: IANS)

Categories
ଫଟୋ ଖବର

ଫେମିନା ବିୟୁଟି ଆଓ୍ବାର୍ଡସ୍‌ର ରେଡ୍‌ କାର୍ପେଟ୍‌ରେ ଅଭିନେତ୍ରୀ ରାକୁଲ୍‌ ପ୍ରୀତ୍‌ ସିଂହ

Mumbai: Actress Rakul Preet Singh at the Red Carpet of Femina Beauty Awards in Mumbai on Feb 19, 2020. (Photo: IANS)

Categories
ଫଟୋ ଖବର

ଲାକ୍‌ମେ ଫ୍ୟାଶନ୍‌ ଓ୍ବିକ୍‌ରେ ଆଜି କ୍ରିଏସନ୍‌ ସହିତ ରକୁଲ୍‌ ପ୍ରୀତ୍‌ ସିଂ

Mumbai: Actress Rakul Preet Singh showcases the creation of Ajio on Day 2 of the Lakme Fashion Week Summer/Resort 2020, in Mumbai on Feb 12, 2020. (Photo: IANS)

Categories
ଫଟୋ ଖବର

ଷ୍ଟ୍ରିଟ୍‌ ଡ୍ୟାନ୍ସର 3ଡିର ସ୍କ୍ରିନିଂରେ ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ୍‌ ସିଂ

Mumbai: Actors Shraddha Kapoor and Rakul Preet Singh at the screening of the film “Street Dancer 3D” in Mumbai on Jan 24, 2020. (Photo: IANS)

Categories
ଫଟୋ ଖବର

ଜ୍ୟାକି ଭଗ୍‌ନାନୀଙ୍କ ଜନ୍ମଦିନ ପାର୍ଟିରେ ରକୁଲ୍‌ ପ୍ରୀତ୍‌ ସିଂ

Mumbai: Actress Rakul Preet Singh during the celebration of Jackky Bhagnani’s birthday party in Mumbai on Dec 24, 2019. (Photo: IANS)