ରକୁଲ ପ୍ରୀତ୍‌ ସିଂଙ୍କ କିସିଂ ଭିଡିଓ ଭାଇରାଲ୍‌

Published: Mar 5, 2020, 1:40 pm IST

ମୁମ୍ବାଇ : ବଲିଉଡ୍‌ ଏବଂ ଟଲିଉଡ୍‌ର ସୁପର ହଟ୍‌ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍‌ ସିଂଙ୍କ ଏକ କିସିଂ ଭିଡିଓ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ରକୁଲ୍‌ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ତେବେ କୌଣସି ଫିଲ୍ମ ସେଟ୍‌ରେ କିମ୍ବା କୌଣସି ସହ କଳାକାରଙ୍କୁ ନୁହେଁ । ଫିଜିଓଙ୍କ ସହିତ ଚକ୍ରାସନ ସମୟରେ ରକୁଲ୍‌ କାନ୍ଥକୁ ଚୁମ୍ବନ ଦେଉଛନ୍ତି । ବଲିଉଡ୍‌ର ଅନ୍ୟତମ ଫିଟ୍‌ ଅଭିନେତ୍ରୀ ରକୁଲ୍‌ ସର୍ବଦା ନିଜର ଫିଟନେସ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରିଥାନ୍ତି । ରକୁଲ୍‌ ନିଜର ଇନ୍‌ଷ୍ଟାଗ୍ରାମ ସାଇଟ୍‌ରେ ଭିଡିଓଟିକୁ ଅପ୍‌ଲୋଡ୍‌ କରିବା ପରେ ଏହାକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ରକୁଲ୍‌ଙ୍କ ଚକ୍ରାସନକୁ ଅଧିକାଂଶ ଫ୍ୟାନ୍‌ ପସନ୍ଦ କରିଛନ୍ତି ।

View this post on Instagram

Repost @anshukayoga #TuesdayTip – Heart ? openers @rakulpreet ✨ This is one of my favourite #chakrasana drills. This helps in opening the front body, heart, back & chest. For those with stiffer upper backs you can go onto your toes to push your chest back. It is very important to push down into your feet and to feel the body rising and expanding. Make sure you’re warmed up before you try this. If you try this, tag me I’d love to see your version of “KISS THE WALL.” ✨ ❤ Follow @rakul.preet143 ❤️ #Rakulpreet #rakulpreetsingh #allaboutrakulpreet ❤❤❤❤ . . #samanthaakkineni #anushkashetty #baahubali2 #baahubali #bahubali #bahubali2 #prabhas #prabhasanushka #prabhasraju #hyderabad #chennai #mumbai #ShaliniPandey #ArjunReddy #vijaydevarakonda #rakulpreet #rakulpreetsingh #samantha #samantharuthprabhu #nivethathomas #saipallavi #keerthysuresh #raashikhanna #sunnyleone #allaboutrakulpreet

A post shared by Rakul Preet ? (@rakul.preet143) on

ରକୁଲ୍‌ ଅର୍ଜୁନ କପୁର୍‌ଙ୍କ ସହିତ ଏକ ଅନ୍‌ଟାଇଟଲ୍‌ଡ ଫିଲ୍ମରେ ଏବଂ ଜନ୍‌ ଆବ୍ରାହାମ୍‌ଙ୍କ ସହିତ ଆକ୍ସନ୍‌ ଥ୍ରୀଲର୍‌ ଆଟାକ୍‌ରେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତିତ ଦକ୍ଷିଣ ଭାରତରେ ରକୁଲ୍‌ ଶିବା କାର୍ତ୍ତିକେୟନ୍‌ଙ୍କ ବିପକ୍ଷରେ ଆଲୟାନ ଏବଂ କମଲ ହାସନଙ୍କ ଇଣ୍ଡିଆନ୍‌-2ରେ ନଜର ଆସିବାକୁ ଯାଉଛନ୍ତି ।

Related posts