ବିଶେଷ ଖବର ସାପକୁ ପଲିଥିନ୍ରେ ପୁରାଇ ସାଇକେଲ୍ରେ ମେଡିକାଲ୍ ଗଲେ ଜଗୁଆଳି ମୋଚିରାମ ଉଦଳା: ଗୋଟିଏ ହାତରେ ଜୀବନ ବଞ୍ଚାଇବାର ଆଶା, ଆଉ ଅନ୍ୟ ହାତରେ ବିଷାକ୍ତ ସାପ। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ…