ଧର୍ମ ଅଣସର ନୀତି : ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ ପୁରୀ: ଆଜି ଅଣସରର ଷଷ୍ଠ ଦିବସ । ମହାପ୍ରଭୁଙ୍କ ନିକଟରେ ଫୁଲରୀ ତେଲ ଲାଗି ହୋଇଛି । ଏବେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବେ । ଅଣସର…