ଜାତୀୟ ଖବର ଆଦିତ୍ୟ ବିର୍ଲା ଗ୍ରୁପ୍ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍ଟି ଆଦିତ୍ୟ ବିର୍ଲା ପରଫର୍ମିଂ ଆର୍ଟସ୍ ଏକାଡେମୀ ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍ ଭାରତର ଅନ୍ୟତମ ସର୍ବାଧିକ ଚର୍ଚ୍ଚିତ ସାଂସ୍କୃତିକ ପ୍ରତିଷ୍ଠାନକୁ ଏକ ନୂଆ ରୂପ ଏବଂ ନବୀକୃତ ଉଦ୍ଦେଶ୍ୟ ପ୍ରଦାନ କରି ଆଇଏନ୍ଟି ଆଦିତ୍ୟ…