ଉଚ୍ଚ କ୍ଷମତା ସମ୍ପନ୍ନ ଜନସଂଖ୍ୟା ହାର ପରିବର୍ତ୍ତନ ସଂକ୍ରାନ୍ତୀୟ ମିଶନ

ନୂଆଦିଲ୍ଲୀ: ଦେଶରେ ଜନସଂଖ୍ୟା ହାରରେ ହେଉଥିବା ପରିବର୍ତ୍ତନର ଅଧ୍ୟୟନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ବୁଧବାର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ସହ…