ଆଜିର ଖବର ୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଭାରତୀୟ କବାଡି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୮ମ ଏସୀୟ କବାଡି ଚାମ୍ପିୟନସିପ ଟାଇଟଲ ଜିତିଥିବା ଭାରତୀୟ କବାଡି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “୮ମ…