Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୨୬୬ ଉର୍ଦ୍ଧ୍ଵ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୨୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୬, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୨ ଜଣ, ଯାଜପୁରରୁ ୭୨, ଅନୁଗୁଳରୁ ୬୩, କଟକରୁ ୬୨, କଳାହାଣ୍ଡିରୁ ୫୭, ବୌଦ୍ଧରୁ ୫୨, ସମ୍ବଲପୁରରୁ ୪୬, ଗଜପତିରୁ ୪୩, ମୟୂରଭଞ୍ଜରୁ ୪୨, କୋରାପୁଟରୁ ୩୯, ପୁରୀରୁ ୩୯, ବାଲେଶ୍ବରରୁ ୩୮, ଦେବଗଡରୁ ୩୭, କନ୍ଧମାଳରୁ ୨୮, ଢେଙ୍କାନାଳରୁ ୨୫, ଜଗତସିଂହପୁରରୁ ୨୪, ଗଞ୍ଜାମରୁ ୨୩, ଝାରସୁଗୁଡାରୁ ୨୩, କେନ୍ଦ୍ରାପଡାରୁ ୨୩, ନବରଙ୍ଗପୁରରୁ ୧୯, ନୟାଗଡରୁ ୧୯, ଭଦ୍ରକରୁ ୧୮, ସୋନପୁରରୁ ୧୭, ରାୟଗଡାରୁ ୧୩, ମାଲକାନଗିରିରୁ ୧୧, ନୂଆପଡାରୁ ୧୦, ବଲାଙ୍ଗୀରିରୁ ୯, କେନ୍ଦୁଝରରୁ ୭ ଓ ଷ୍ଟେଟପୁଲରୁ ୫୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୬୭ ହଜାର ୧୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୧ ହଜାର ୯୮୯ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୫ ହଜାର ୮୩୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୧୮ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୯୯୪ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୧୮ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୯୯୪ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଅନୁଗୁଳ, ବାଲେଶ୍ଵର, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୧ ହଜାର ୯୮୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୫ ହଜାର ୮୪୩ ଏବଂ ବର୍ତ୍ତମାନ ୭ ହଜାର ୯୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ଖୋଲିବା ନେଇ ଆୟର୍ଲ୍ୟାଣ୍ଡର ଡାକ୍ତର ଆଗ୍ରହୀ

ଭୁବନେଶ୍ୱର: କ୍ୟାନ୍ସର ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ୍ ମେଡିସିନ୍ ସେଂଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର।

ଆୟର୍ଲ୍ୟାଣ୍ଡର ଡୁଣ୍ଡାଲ୍‌କ ସ୍ଥିତ ଲୁଗ୍ ମେଡିକାଲ୍ ସେଂଟରର ନିର୍ଦ୍ଦେଶକ ତଥା ଲଣ୍ଡନ୍ ସ୍ଥିତ ବଲ୍ସବ୍ରିଜ୍ ବିଶ୍ୱବିଦ୍ୟାଳୟ କଲେଜର କୁଳପତି ପ୍ରଫେସର ମହାପାତ୍ର ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସୋଆ ସହଭାଗିତାରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ସ୍ଥାପନ ନେଇ ଆଲୋଚନା କରିଛନ୍ତି।

“ଆମେ ପ୍ରାଥମିକ ସ୍ତରରେ ଏହି ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରିଛୁ। ସୋଆରେ ରିଜେନେରେଟିଭ୍ ମେଡିସିନ୍‌ର ଏକ ଛୋଟ ୟୁନିଟ୍ ରହିଛି ଏବଂ ଏହାର ସଂପ୍ରସାରଣ ନିମନ୍ତେ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଫେସର ମହାପାତ୍ର। ସେ ପଲମୋନାରୀ ମେଡିସିନ୍‌ର ମଧ୍ୟ ଜଣେ ବିଶେଷଜ୍ଞ ଅଟନ୍ତି।

ରିଜେନେରେଟିଭ୍ ମେଡିସିନ୍ ହେଉଛ ମେଡିସିନ୍‌ର ଏକ ଶାଖା ଯେଉଁଥିରେ କି ନଷ୍ଟ ହୋଇଯାଇଥିବା ସେଲ୍‌, ଟିସ୍ୟୁ ଏବଂ ଅଂଗ ଗୁଡ଼ିକର ବିଭିନ୍ନ ପ୍ରକ୍ରିୟାରେ ପୁର୍ନବିକାଶ, ମରାମତି କିମ୍ବା ପରିବର୍ତନ କରାଯାଇଥାଏ। ଏଥି ସହିତ ଥେରାପ୍ୟୁଟିକ୍ ଷ୍ଟେମ୍ ସେଲ୍‌
ବ୍ୟବହାର, ଟିସ୍ୟୁ ଇଞ୍ଜିନିୟରିଂ ଏବଂ କୃତ୍ରିମ ଅଂଗ ପ୍ରସ୍ତୁତ କରିବା କାର୍ଯ୍ୟ କରାଯାଏ।

ପ୍ରଫେସର ମହାପାତ୍ର ଆୟର୍ଲ୍ୟାଣ୍ଡରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ପରିଚାଳନା କରୁଛନ୍ତି। ସେ କହିଛନ୍ତି ଯେ, ଷ୍ଟେମ୍ ସେଲ୍ ଗୁଡ଼ିକ କେବଳ କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ନାହିଁ ବରଂ ମସ୍ତିଷ୍କରେ ଆଘାତ, ରେଟିନାରେ ସମସ୍ୟା, ପୋଡି ଯାଇଥିବା ଚର୍ମର ନବୀକରଣ ଏବଂ ଆଣ୍ଠୁ ସମସ୍ୟାର ଚିକିତ୍ସାରେ ମଧ୍ୟ ଉପଯୋଗୀ ହୋଇଥାଏ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭଳି ପ୍ରତିଷ୍ଠିତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ସହିତ ସହଭାଗିତାରେ କାର୍ଯ୍ୟ କରିବା ଏକ ଆନନ୍ଦର ବିଷୟ ଏବଂ ସୋଆ କର୍ତୃପକ୍ଷ ମଧ୍ୟ ଏ ଦିଗରେ ଖୁବ୍ ଆଗ୍ରହୀ ଥିବା ସେ କହିଛନ୍ତି। ଜଣେ ଓଡ଼ିଆ ଭାବେ ସେ ରାଜ୍ୟର ଲୋକମାନଙ୍କ ପାଇଁ କିଛି କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।

ପ୍ରଫେସର ନାୟକଙ୍କ ସହ ଆଲୋଚନା ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ପ୍ରୋଭାଇସ୍ ଚ୍ୟାନ୍ସଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ପ୍ରୋଭାଇସ୍ ଚ୍ୟାନ୍ସଲର ତଥା ରେଜିଷ୍ଟ୍ରାର
ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୧୯ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୯୪୫ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୧୯ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୧୯ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୯୪୫ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵର ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା  ଜିଲ୍ଲାରୁ ୫ ଜଣ ଓ ନୂଆପଡା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଗଞ୍ଜାମ, କେନ୍ଦୁଝର, ନୟାଗଡ, ସୋନପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୮୯୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୧ ହଜାର ୪୬୭ ଏବଂ ବର୍ତ୍ତମାନ ୯ ହଜାର ୪୩୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୯୦୦ ତଳେ ରହିଛି କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୯୨୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୮୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୯୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୫୭  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୬

ବାଲେଶ୍ଵର ଜିଲ୍ଲାରୁ- ୨୫

ବରଗଡ ଜିଲ୍ଲାରୁ- ୧୧

ଭଦ୍ରକ ଜିଲ୍ଲାରୁ- ୧୬

ବଲାଙ୍ଗୀରି ଜିଲ୍ଲାରୁ- ୭

ବୌଦ୍ଧ ଜିଲ୍ଲାରୁ- ୧୨

କଟକ ଜିଲ୍ଲାରୁ– ୬୪

ଦେବଗଡ ଜିଲ୍ଲାରୁ- ୧୭

ଢେଙ୍କାନାଳ ଜିଲ୍ଲାରୁ- ୧୭

ଗଜପତି ଜିଲ୍ଲାରୁ- ୩୩

ଗଞ୍ଜାମ ଜିଲ୍ଲାରୁ- ୯

ଜଗତସିଂହପୁର ଜିଲ୍ଲାରୁ- ୨୮

ଯାଜପୁର ଜିଲ୍ଲାରୁ- ୪୦

ଝାରସୁଗୁଡା ଜିଲ୍ଲାରୁ- ୧୦

କଳାହାଣ୍ଡି ଜିଲ୍ଲାରୁ- ୧୧

କନ୍ଧମାଳ ଜିଲ୍ଲାରୁ- ୨୬

କେନ୍ଦ୍ରାପଡା ଜିଲ୍ଲାରୁ- ୧୪

କେନ୍ଦୁଝର ଜିଲ୍ଲାରୁ- ୧୫

ଖୋର୍ଦ୍ଧା ଜିଲ୍ଲାରୁ- ୧୧୩

କୋରାପୁଟ ଜିଲ୍ଲାରୁ- ୯୦

ମାଲକାନଗିରି ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୨୬

ନବରଙ୍ଗପୁର ଜିଲ୍ଲାରୁ- ୨୦

ନୟାଗଡ ଜିଲ୍ଲାରୁ- ୧୭

ନୂଆପଡା ଜିଲ୍ଲାରୁ- ୨୫

ପୁରୀ ଜିଲ୍ଲାରୁ- ୧୧

ରାୟଗଡା ଜିଲ୍ଲାରୁ- ୧୩

ସମ୍ବଲପୁର ଜିଲ୍ଲାରୁ- ୩୯

ସୋନପୁର ଜିଲ୍ଲାରୁ- ୧୦

ସୁନ୍ଦରଗଡ ଜିଲ୍ଲାରୁ- ୮୯

ଷ୍ଟେଟ ପୁଲରୁ- ୨୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୮୯୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୧ ହଜାର ୪୬୭ ଏବଂ ବର୍ତ୍ତମାନ ୯ ହଜାର ୪୩୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୨୨ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୯୨୬ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୨୨ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୨ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୯୨୬ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵର ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା  ଜିଲ୍ଲାରୁ ୫ ଜଣ, କଟକ, ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଏଁ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଭଦ୍ରକ, ନୟାଗଡ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୪୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୭୯୬ ଏବଂ ବର୍ତ୍ତମାନ ୧୦ ହଜାର ୨୭୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି କରୋନା ଆକ୍ରାନ୍ତରେ ସାମାନ୍ୟ ବୃଦ୍ଧି, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୫୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୯୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୦୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୪୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୮୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୪୪

ବାଲେଶ୍ଵର ଜିଲ୍ଲାରୁ- ୨୨

ବରଗଡ ଜିଲ୍ଲାରୁ- ୧୩

ଭଦ୍ରକ ଜିଲ୍ଲାରୁ- ୧୬

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲ୍ଲାରୁ- ୨୩

କଟକ ଜିଲ୍ଲାରୁ– ୫୨

ଦେବଗଡ ଜିଲ୍ଲାରୁ- ୧୭

ଢେଙ୍କାନାଳ ଜିଲ୍ଲାରୁ- ୧୫

ଗଜପତି ଜିଲ୍ଲାରୁ- ୩୮

ଗଞ୍ଜାମ ଜିଲ୍ଲାରୁ- ୨୬

ଜଗତସିଂହପୁର ଜିଲ୍ଲାରୁ- ୫୦

ଯାଜପୁର ଜିଲ୍ଲାରୁ- ୪୭

ଝାରସୁଗୁଡା ଜିଲ୍ଲାରୁ- ୨୪

କଳାହାଣ୍ଡି ଜିଲ୍ଲାରୁ- ୧୦

କନ୍ଧମାଳ ଜିଲ୍ଲାରୁ- ୫

କେନ୍ଦ୍ରାପଡା ଜିଲ୍ଲାରୁ- ୩୪

କେନ୍ଦୁଝର ଜିଲ୍ଲାରୁ- ୨୦

ଖୋର୍ଦ୍ଧା ଜିଲ୍ଲାରୁ- ୧୫୯

କୋରାପୁଟ ଜିଲ୍ଲାରୁ- ୪୬

ମାଲକାନଗିରି ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୩୧

ନବରଙ୍ଗପୁର ଜିଲ୍ଲାରୁ- ୬

ନୟାଗଡ ଜିଲ୍ଲାରୁ- ୨୧

ନୂଆପଡା ଜିଲ୍ଲାରୁ- ୮

ପୁରୀ ଜିଲ୍ଲାରୁ- ୧୩

ରାୟଗଡା ଜିଲ୍ଲାରୁ- ୧୮

ସମ୍ବଲପୁର ଜିଲ୍ଲାରୁ- ୨୯

ସୋନପୁର ଜିଲ୍ଲାରୁ- ୧୮

ସୁନ୍ଦରଗଡ ଜିଲ୍ଲାରୁ- ୮୮

ଷ୍ଟେଟ ପୁଲରୁ- ୨୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୪୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୭୯୬ ଏବଂ ବର୍ତ୍ତମାନ ୧୦ ହଜାର ୨୭୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ୧୦୦୦ ତଳକୁ ଖସିଲା ସଂକ୍ରମଣ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୧୪୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୦୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୫୬  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୪୫

ବାଲେଶ୍ଵର ଜିଲ୍ଲାରୁ- ୨୧

ବରଗଡ ଜିଲ୍ଲାରୁ- ୧୨

ଭଦ୍ରକ ଜିଲ୍ଲାରୁ- ୯

ବଲାଙ୍ଗୀରି ଜିଲ୍ଲାରୁ- ୨୦

ବୌଦ୍ଧ ଜିଲ୍ଲାରୁ- ୨୦

କଟକ ଜିଲ୍ଲାରୁ– ୬୫

ଦେବଗଡ ଜିଲ୍ଲାରୁ- ୯

ଢେଙ୍କାନାଳ ଜିଲ୍ଲାରୁ- ୯

ଗଜପତି ଜିଲ୍ଲାରୁ- ୩୯

ଗଞ୍ଜାମ ଜିଲ୍ଲାରୁ- ୧୮

ଜଗତସିଂହପୁର ଜିଲ୍ଲାରୁ- ୧୫

ଯାଜପୁର ଜିଲ୍ଲାରୁ- ୪୫

ଝାରସୁଗୁଡା ଜିଲ୍ଲାରୁ- ୨୪

କଳାହାଣ୍ଡି ଜିଲ୍ଲାରୁ- ୧୦

କନ୍ଧମାଳ ଜିଲ୍ଲାରୁ- ୮

କେନ୍ଦ୍ରାପଡା ଜିଲ୍ଲାରୁ- ୨୫

କେନ୍ଦୁଝର ଜିଲ୍ଲାରୁ- ୧୬

ଖୋର୍ଦ୍ଧା ଜିଲ୍ଲାରୁ- ୧୦୫

କୋରାପୁଟ ଜିଲ୍ଲାରୁ- ୭୧

ମାଲକାନଗିରି ଜିଲ୍ଲାରୁ- ୧୨

ମୟୂରଭଞ୍ଜ ଜିଲ୍ଲାରୁ- ୩୪

ନବରଙ୍ଗପୁର ଜିଲ୍ଲାରୁ- ୧୧

ନୟାଗଡ ଜିଲ୍ଲାରୁ- ୧୯

ନୂଆପଡା ଜିଲ୍ଲାରୁ- ୧୩

ପୁରୀ ଜିଲ୍ଲାରୁ- ୧୬

ରାୟଗଡା ଜିଲ୍ଲାରୁ- ୨୯

ସମ୍ବଲପୁର ଜିଲ୍ଲାରୁ- ୩୫

ସୋନପୁର ଜିଲ୍ଲାରୁ- ୧୮

ସୁନ୍ଦରଗଡ ଜିଲ୍ଲାରୁ- ୬୨

ଷ୍ଟେଟ ପୁଲରୁ- ୨୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୧୨୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୭ ହଜାର ୮୪୦ ଏବଂ ବର୍ତ୍ତମାନ ୧୧ ହଜାର ୩୨୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୨୨ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୮୮୪ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୨୨ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୨ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୮୮୪ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵର ଜିଲ୍ଲାରୁ ସର୍ବାଧିକ ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଏବଂ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ନବରଙ୍ଗପୁର, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୨୬୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୯୯୫ ଏବଂ ବର୍ତ୍ତମାନ ୧୨ ହଜାର ୩୩୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଆହୁରି କମିଲା ସଂକ୍ରମଣ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୫୩୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୧୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୪୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୬୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୭୯  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୯୪

ବାଲେଶ୍ଵର ଜିଲ୍ଲାରୁ- ୩୪

ବରଗଡ ଜିଲ୍ଲାରୁ- ୧୨

ଭଦ୍ରକ ଜିଲ୍ଲାରୁ- ୧୩

ବଲାଙ୍ଗୀରି ଜିଲ୍ଲାରୁ- ୯

ବୌଦ୍ଧ ଜିଲ୍ଲାରୁ- ୨୫

କଟକ ଜିଲ୍ଲାରୁ– ୬୫

ଦେବଗଡ ଜିଲ୍ଲାରୁ- ୨୮

ଢେଙ୍କାନାଳ ଜିଲ୍ଲାରୁ- ୧୭

ଗଜପତି ଜିଲ୍ଲାରୁ- ୪୩

ଗଞ୍ଜାମ ଜିଲ୍ଲାରୁ- ୧୩

ଜଗତସିଂହପୁର ଜିଲ୍ଲାରୁ- ୨୬

ଯାଜପୁର ଜିଲ୍ଲାରୁ- ୩୫

ଝାରସୁଗୁଡା ଜିଲ୍ଲାରୁ- ୧୩

କଳାହାଣ୍ଡି ଜିଲ୍ଲାରୁ- ୩୫

କନ୍ଧମାଳ ଜିଲ୍ଲାରୁ- ୩୩

କେନ୍ଦ୍ରାପଡା ଜିଲ୍ଲାରୁ- ୨୭

କେନ୍ଦୁଝର ଜିଲ୍ଲାରୁ- ୨୨

ଖୋର୍ଦ୍ଧା ଜିଲ୍ଲାରୁ- ୧୫୩

କୋରାପୁଟ ଜିଲ୍ଲାରୁ- ୫୬

ମାଲକାନଗିରି ଜିଲ୍ଲାରୁ- ୭

ମୟୂରଭଞ୍ଜ ଜିଲ୍ଲାରୁ- ୪୨

ନବରଙ୍ଗପୁର ଜିଲ୍ଲାରୁ- ୧୮

ନୟାଗଡ ଜିଲ୍ଲାରୁ- ୨୫

ନୂଆପଡା ଜିଲ୍ଲାରୁ- ୨୬

ପୁରୀ ଜିଲ୍ଲାରୁ- ୧୯

ରାୟଗଡା ଜିଲ୍ଲାରୁ- ୪୪

ସମ୍ବଲପୁର ଜିଲ୍ଲାରୁ- ୪୬

ସୋନପୁର ଜିଲ୍ଲାରୁ- ୯

ସୁନ୍ଦରଗଡ ଜିଲ୍ଲାରୁ- ୧୨୭

ଷ୍ଟେଟ ପୁଲରୁ- ୩୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୨୬୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୯୯୫ ଏବଂ ବର୍ତ୍ତମାନ ୧୨ ହଜାର ୩୩୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଞ୍ଚଳିକ

ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଜନ୍ମ ଦିବସ ପାଳିତ

ଭୁବନେଶ୍ୱର: ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଜନ୍ମ ଦିବସ ସ୍ଥାନୀୟ ହୋଟେଲ ଆର୍ଯ୍ୟପ୍ୟାଲେସଠାରେ ପାଳନ କରାଯାଇଅଛି। ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ, ଲାୟନ୍ସ ଜିଲ୍ଲା ପ୍ରଥମ ମହିଳା ଲାୟନ ରଞ୍ଜନା ପାଢୀ, ପ୍ରଥମ ଜିଲ୍ଲା ଗଭର୍ଣ୍ଣର ଲାୟନ ଇଂ ସୁରେଶ ଚନ୍ଦ୍ର ନାୟକ, ଜିଲ୍ଲା ଅଧ୍ୟକ୍ଷ ଲାୟନ ଅଶୋକ ଅଗ୍ରୱାଲ ଏବଂ ଲାୟନ୍ସ ଜିଲ୍ଲାର ପୂର୍ବତନ ଗଭର୍ଣ୍ଣରମାନେ ଯୋଗଦାନ କରିଥିଲେ।

ଏହି ସଭାରେ କ୍ଲବର ସଭାପତି ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି, ସମ୍ପାଦକ ଲାୟନ ଡଃ ବିପିନ ବିହାରୀ ମିଶ୍ର, କୋଷାଧ୍ୟକ୍ଷ ଲାୟନ କାହ୍ନୁ ରଞ୍ଜନ ପୃଷ୍ଟି ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ। ଅତିଥିମାନେ କ୍ଲବର ସାମାଜିକ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲା ଗଭର୍ଣ୍ଣର କ୍ଲବ ଦ୍ୱାରା ପରିଚାଳିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଉନ୍ନତି କାମନା କରିବା ସହିତ ଏହା କିପରି ଆଗକୁ ବଢି ପାରିବ ସେଥିନେଇ ଆଲୋଚନା କରିଥିଲେ। ଏହି ଉତ୍ସବରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର, ପୂର୍ବତନ ସଭାପତି ଏବଂ ଚାର୍ଟର ମେମ୍ବର ଲାୟନ ଏସ୍‌.କେ. ଝୁନଝୁନୱାଲଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଉତ୍ସବକୁ ଲାୟନ କିଶୋର ଚନ୍ଦ୍ର ସାହୁ ଓ ଲାୟନ ଶରତ କୁମାର ପରିଡ଼ା ପରିଚାଳନା କରିଥିଲେ। ଶେଷରେ ଲାୟନ ସୁଧାଂଶୁ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କେକ୍ କଟାଯାଇ କ୍ଲବର ଜନ୍ମ ଦିବସକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନ ପରିଷଦ ସମ୍ପର୍କରେ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିବ ଓଡିଶା

ଭୁବନେଶ୍ୱର: ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିବେ ବାଚସ୍ପତି ଡା ସୂର୍ଯ୍ୟନାରାୟଣ ପାତ୍ର। ବିଧାନ ପରିଷଦ ସମ୍ପର୍କରେ କେନ୍ଦ୍ରକୁ ବାଚସ୍ପତି ୨ଟି ଚିଠି ଲେଖିବେ। ଏହାପୂର୍ବରୁ ୨୦୧୮ରେ ବିଧାନ ପରିଷଦ ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି କରିଥିଲେ। ତେବେ ଦୁଇଟି ଚିଠି ମଧ୍ୟରୁ ଗୋଟିଏ ଚିଠି ବିଧାନସଭା ପକ୍ଷରୁ ସଂସଦକୁ ଲେଖାଯିବାକୁ ଥିବା ବେଳେ ୨୦୧୮ରେ ଦିଆଯାଇଥିବା ଚିଠିକୁ ଏଥିରେ ସଲଗ୍ନ କରାଯିବ। ସେହିଭଳି ଅନ୍ୟଟି ବ୍ୟକ୍ତିଗତ ଭାବେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖାଯିବ। କେଉଁ ଅଧିକାରୀ ଭୁଲ ତଥ୍ୟ ଦେଲେ, ତାହାର ତଦନ୍ତ ପାଇଁ ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖାଯିବ।

ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କଠାରୁ ପ୍ରସ୍ତାବ ଆସିନଥିବା କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ କହିଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁଙ୍କ ଏହି ବୟାନ ପରେ ଏହା ଦୁଃଖ ଓ ଆଶ୍ଚର୍ଯ୍ୟର ବିଷୟ ବୋଲି ବାଚସ୍ପତି କହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୮ ସେପ୍ଟେମ୍ବର ୬ ତାରିଖରେ ବିଧାନସଭାରେ ବିଧାନ ପରିଷଦ ସଂକଲ୍ପ ପାରିତ ହୋଇଥିଲା। ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ରକୁ ଚିଠି ପଠାଯାଇଥିଲା। ଲୋକସଭା, ରାଜ୍ୟସଭା, ସଂସଦୀୟ ବ୍ୟାପାର ଓ ଆଇନ ସଚିବଙ୍କୁ ଏନେଇ ଚିଠି ପଠାଯାଇଥିଲା ବୋଲି ବାଚସ୍ପତି କହିଛନ୍ତି। ପୁଣିଥରେ ୨ଟି ଚିଠି ଲେଖି ସମସ୍ତ କଥା ଅବଗତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ୧୫ ଶହରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆଜି ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୫୭୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୫୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୪୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୪୨  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୧୯

ବାଲେଶ୍ଵର ଜିଲ୍ଲାରୁ- ୪୦

ବରଗଡ ଜିଲ୍ଲାରୁ- ୨୩

ଭଦ୍ରକ ଜିଲ୍ଲାରୁ- ୨୫

ବଲାଙ୍ଗୀରି ଜିଲ୍ଲାରୁ- ୧୦

ବୌଦ୍ଧ ଜିଲ୍ଲାରୁ- ୨୭

କଟକ ଜିଲ୍ଲାରୁ– ୮୫

ଦେବଗଡ ଜିଲ୍ଲାରୁ- ୩୭

ଢେଙ୍କାନାଳ ଜିଲ୍ଲାରୁ- ୧୧

ଗଜପତି ଜିଲ୍ଲାରୁ- ୪୪

ଗଞ୍ଜାମ ଜିଲ୍ଲାରୁ- ୫୫

ଜଗତସିଂହପୁର ଜିଲ୍ଲାରୁ- ୩୫

ଯାଜପୁର ଜିଲ୍ଲାରୁ- ୫୦

ଝାରସୁଗୁଡା ଜିଲ୍ଲାରୁ- ୨୩

କଳାହାଣ୍ଡି ଜିଲ୍ଲାରୁ- ୩୫

କନ୍ଧମାଳ ଜିଲ୍ଲାରୁ- ୨୦

କେନ୍ଦ୍ରାପଡା ଜିଲ୍ଲାରୁ- ୩୮

କେନ୍ଦୁଝର ଜିଲ୍ଲାରୁ- ୫୩

ଖୋର୍ଦ୍ଧା ଜିଲ୍ଲାରୁ- ୨୨୩

କୋରାପୁଟ ଜିଲ୍ଲାରୁ- ୭୨

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୫୩

ନବରଙ୍ଗପୁର ଜିଲ୍ଲାରୁ- ୩୨

ନୟାଗଡ ଜିଲ୍ଲାରୁ- ୩୬

ନୂଆପଡା ଜିଲ୍ଲାରୁ- ୨୬

ପୁରୀ ଜିଲ୍ଲାରୁ- ୩୩

ରାୟଗଡା ଜିଲ୍ଲାରୁ- ୭୫

ସମ୍ବଲପୁର ଜିଲ୍ଲାରୁ- ୬୫

ସୋନପୁର ଜିଲ୍ଲାରୁ- ୧୭

ସୁନ୍ଦରଗଡ ଜିଲ୍ଲାରୁ- ୧୨୪

ଷ୍ଟେଟ ପୁଲରୁ- ୫୨

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୧୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୩ ହଜାର ୯୧୪ ଏବଂ ବର୍ତ୍ତମାନ ୧୩ ହଜାର ୨୮୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୨୦ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୮୩୮ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୮୩୮ ଜଣଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ଵର, କେନ୍ଦ୍ରପଡା, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ, ମୟୂରଭଞ୍ଜ ଜିଲ୍ଲା ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, ନବରଂଗପୁର ଏବଂ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୫୭୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୧ ହଜାର ୪୩୧ ଏବଂ ବର୍ତ୍ତମାନ ୧୪ ହଜାର ୨୫୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ଜାଣନ୍ତୁ ଆଜି ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୪୮୦ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୫୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୫୪  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୯

ବାଲେଶ୍ଵର ଜିଲ୍ଲାରୁ- ୬୨

ବରଗଡ ଜିଲ୍ଲାରୁ- ୨୫

ଭଦ୍ରକ ଜିଲ୍ଲାରୁ- ୨୭

ବଲାଙ୍ଗୀରି ଜିଲ୍ଲାରୁ- ୪୦

ବୌଦ୍ଧ ଜିଲ୍ଲାରୁ- ୨୫

କଟକ ଜିଲ୍ଲାରୁ– ୧୬୧

ଦେବଗଡ ଜିଲ୍ଲାରୁ- ୨୦

ଢେଙ୍କାନାଳ ଜିଲ୍ଲାରୁ- ୩୫

ଗଜପତି ଜିଲ୍ଲାରୁ- ୪୭

ଗଞ୍ଜାମ ଜିଲ୍ଲାରୁ- ୨୭

ଜଗତସିଂହପୁର ଜିଲ୍ଲାରୁ- ୪୮

ଯାଜପୁର ଜିଲ୍ଲାରୁ- ୫୨

ଝାରସୁଗୁଡା ଜିଲ୍ଲାରୁ- ୧୩

କଳାହାଣ୍ଡି ଜିଲ୍ଲାରୁ- ୨୨

କନ୍ଧମାଳ ଜିଲ୍ଲାରୁ- ୬୨

କେନ୍ଦ୍ରାପଡା ଜିଲ୍ଲାରୁ- ୩୦

କେନ୍ଦୁଝର ଜିଲ୍ଲାରୁ- ୪୩

ଖୋର୍ଦ୍ଧା ଜିଲ୍ଲାରୁ- ୨୩୩

କୋରାପୁଟ ଜିଲ୍ଲାରୁ- ୮୭

ମାଲକାନଗିରି ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୬୦

ନବରଙ୍ଗପୁର ଜିଲ୍ଲାରୁ- ୨୦

ନୟାଗଡ ଜିଲ୍ଲାରୁ- ୩୫

ନୂଆପଡା ଜିଲ୍ଲାରୁ- ୨୩

ପୁରୀ ଜିଲ୍ଲାରୁ- ୩୯

ରାୟଗଡା ଜିଲ୍ଲାରୁ- ୭୪

ସମ୍ବଲପୁର ଜିଲ୍ଲାରୁ- ୭୩

ସୋନପୁର ଜିଲ୍ଲାରୁ- ୧୨

ସୁନ୍ଦରଗଡ ଜିଲ୍ଲାରୁ- ୧୧୩

ଷ୍ଟେଟ ପୁଲରୁ- ୪୯

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୫୭୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୧ ହଜାର ୪୩୧ ଏବଂ ବର୍ତ୍ତମାନ ୧୪ ହଜାର ୨୫୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆତ୍ମନିଯୁକ୍ତି ଦାବି କରି ପ୍ରାଣୀ ସମ୍ପଦ ବିକାଶ କାର୍ଯ୍ୟାଳୟ ଆଗରେ ଧାରଣା

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଗୋ-ବିକାଶ କେନ୍ଦ୍ରର ଅଧିକାରୀମାନେ ଆତ୍ମନିଯୁକ୍ତି ପାଇବା ପାଇଁ ଓୟୁଏଟିସ୍ଥିତ ଓଡ଼ିଶା ପାଣି ସମ୍ପଦ ବିକାଶ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ। ଓଡ଼ିଶାରେ ଥିବା ୩୦୦ ଗୋ-ବିକାଶ କେନ୍ଦ୍ର ଅଧିକାରୀମାନେ ପୂର୍ବରୁ ଭାରତୀୟ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଫାଉଣ୍ଡେସନ ଅଧୀନରେ କାର୍ଯ୍ୟ କରୁଥିଲେ।

ଏହି ଫାଉଣ୍ଡେସନର କର୍ମଚାରୀଙ୍କ ପ୍ରତି ମନୋମୁଖୀ ବ୍ୟବହାର ଏବଂ କମ୍ ଦରମା ଯୋଗୁଁ ଗୋ-ବିକାଶ କେନ୍ଦ୍ରର ଅଧିକାରୀମାନେ କମ୍ ଦରମାରେ ଆଉ ସେଠାରେ କାର୍ଯ୍ୟ କରିବେ ନାହିଁ ବୋଲି ସରକାରଙ୍କୁ ଜଣାଇଥିଲେ। ସେହି ସମୟରେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ବେସରକାରୀ ଭାବେ କୃତିମ ପ୍ରଜନନକାରୀ ଓ ଜାତୀୟ ପଶୁ ରୋଗ ପ୍ରତିଷେଧ ଟୀକା କାର୍ଯ୍ୟକ୍ରମରେ ଆତ୍ମ ନିଯୁକ୍ତି ପାଇଁ ଚିଠି ପ୍ରକାଶ କରିଥିଲେ। ଗୋବିକାଶ କେନ୍ଦ୍ରର ଅଧିକାରୀମାନେ ଓଡ଼ିଶା ପଶୁ ସମ୍ପଦ ବିକାଶ ସମିତିର ଅଧିକାରୀଙ୍କୁ ୨୨.୯.୨୦୨୧ରେ ପତ୍ର ସଂଖ୍ୟା ୧୭୪୫/୧୬ ଆଧାରରେ ଆତ୍ମ ନିଯୁକ୍ତି ପାଇଁ ଦରଖାସ୍ତ କରିଥିଲେ ଏବଂ କର୍ତ୍ତୃପକ୍ଷ ମଧ୍ୟ ଏମାନଙ୍କର ମତାମତ ନେଇ ଚୁପ୍ ବସି ଯାଇଥିଲେ। ପୁନର୍ବାର ଗୋବିକାଶ କେନ୍ଦ୍ର ଅଧିକାରୀମାନେ ଆତ୍ମନିଯୁକ୍ତି ପାଇଁ ୨୯.୧୧.୨୦୨୧ରେ ସରକାରଙ୍କୁ ଦ୍ୱିତୀୟଥର ପାଇଁ ଚିଠି ଦେଇଥିଲେ। ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ।

ଏପରିକି କୋଭିଡ଼ ସମୟରେ ଗୋବିକାଶ କେନ୍ଦ୍ର ଅଧିକାରୀମାନଙ୍କୁ ଗ୍ରାମାଞ୍ଚଳରେ ସରକାର ଗୋ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ୍ୱ ଦେଇଥିଲେ ସେଥିଲାଗି କୌଣସି ପ୍ରାପ୍ୟ ପ୍ରଦାନ କରିନାହାଁନ୍ତି। ଏଣୁ ଦୀର୍ଘ ୪ ମାସ ଘରେ ବେକାର ବସିବା ପରେ ମଧ୍ୟ ଏବଂ ସରକାର ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକି ଚାଲିଥିବାରୁ ବକେୟା ପାଉଣା ଦେଇନଥିବାରୁ ଗୋସମ୍ପଦ ବିକାଶ ସମିତି କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣା ଦେବା ଦେଇଥିଲେ। ଯଦି ସରକାର ଆମର ଦାବି ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ବାଧ୍ୟ ହୋଇ ସବୁ ଅଧିକାରୀମାନେ ଆତ୍ମହୁତି ଦେବୁ ବୋଲି ସଂଘର ସଭାପତି ସୌମେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ଆଉ ୨୧ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୮୧୮ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୨୧ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୧ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୮୧୮ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ଭଦ୍ରକ, ଗଞ୍ଜାମ ଜିଲ୍ଲାରୁ  ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ବାଲେଶ୍ଵର, ସମ୍ବଲପୁର ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୮ ହଜାର ୧୫୨ ଏବଂ ବର୍ତ୍ତମାନ ୧୫ ହଜାର ୯୮୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୨୨ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୭୯୭ କୁ ବୃଦ୍ଧି

ଭୁବନେଶ୍ଵର: ଆଜି ରାଜ୍ୟରେ ୨୨ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୨ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୭୯୭ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ତନ୍ମଧ୍ୟରୁ କେବଳ ରାଜଧାନୀ ଭୁବନେଶ୍ଵରରୁ ୧୧ ଜଣ ଏବଂ ଅନୁଗୁଳ ଜିଲ୍ଲାରୁ  ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ବଲାଙ୍ଗୀରି, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୫୨୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୨୬ ଏବଂ ବର୍ତ୍ତମାନ ୧୭ ହଜାର ୬୪୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ସାମାନ୍ୟ ବୃଦ୍ଧି ପାଇଲା ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୫୦୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୭୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୧୫  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୭୯

ବାଲେଶ୍ଵର ଜିଲ୍ଲାରୁ- ୫୪

ବରଗଡ ଜିଲ୍ଲାରୁ- ୧୭

ଭଦ୍ରକ ଜିଲ୍ଲାରୁ- ୨୨

ବଲାଙ୍ଗୀରି ଜିଲ୍ଲାରୁ- ୩୧

ବୌଦ୍ଧ ଜିଲ୍ଲାରୁ- ୨୯

କଟକ ଜିଲ୍ଲାରୁ– ୧୦୪

ଦେବଗଡ ଜିଲ୍ଲାରୁ- ୪୬

ଢେଙ୍କାନାଳ ଜିଲ୍ଲାରୁ- ୪୯

ଗଜପତି ଜିଲ୍ଲାରୁ- ୪୩

ଗଞ୍ଜାମ ଜିଲ୍ଲାରୁ- ୧୦

ଜଗତସିଂହପୁର ଜିଲ୍ଲାରୁ- ୪୮

ଯାଜପୁର ଜିଲ୍ଲାରୁ- ୫୩

ଝାରସୁଗୁଡା ଜିଲ୍ଲାରୁ- ୨୯

କଳାହାଣ୍ଡି ଜିଲ୍ଲାରୁ- ୪୯

କନ୍ଧମାଳ ଜିଲ୍ଲାରୁ- ୩୧

କେନ୍ଦ୍ରାପଡା ଜିଲ୍ଲାରୁ- ୪୬

କେନ୍ଦୁଝର ଜିଲ୍ଲାରୁ- ୫୨

ଖୋର୍ଦ୍ଧା ଜିଲ୍ଲାରୁ- ୨୫୭

କୋରାପୁଟ ଜିଲ୍ଲାରୁ- ୧୧୮

ମାଲକାନଗିରି ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୫୩

ନବରଙ୍ଗପୁର ଜିଲ୍ଲାରୁ- ୨୬

ନୟାଗଡ ଜିଲ୍ଲାରୁ- ୪୫

ନୂଆପଡା ଜିଲ୍ଲାରୁ- ୩୯

ପୁରୀ ଜିଲ୍ଲାରୁ- ୪୦

ରାୟଗଡା ଜିଲ୍ଲାରୁ- ୩୪

ସମ୍ବଲପୁର ଜିଲ୍ଲାରୁ- ୫୬

ସୋନପୁର ଜିଲ୍ଲାରୁ- ୫୪

ସୁନ୍ଦରଗଡ ଜିଲ୍ଲାରୁ- ୧୪୭

ଷ୍ଟେଟ ପୁଲରୁ- ୪୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୫୨୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୨୬ ଏବଂ ବର୍ତ୍ତମାନ ୧୭ ହଜାର ୬୪୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ୩  ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୫୫, ସୁନ୍ଦରଗଡରୁ ୨୮୫, କଟକରୁ ୨୧୫, ମୟୂରଭଞ୍ଜରୁ ୧୭୮, ଯାଜପୁରରୁ ୧୬୫, କେନ୍ଦ୍ରାପଡାରୁ ୧୪୮, ଗଜପତିରୁ ୧୩୬, ସମ୍ବଲପୁରରୁ ୧୦୧, ନବରଙ୍ଗପୁରରୁ ୯୭, ନୟାଗଡରୁ ୯୧, ବଲାଙ୍ଗୀରିରୁ ୮୭, ଝାରସୁଗୁଡାରୁ ୮୬, ନୂଆପଡାରୁ ୮୩, ଅନୁଗୁଳରୁ ୮୨, କଳାହାଣ୍ଡିରୁ ୮୦, ରାୟଗଡାରୁ ୮୦, ବାଲେଶ୍ବରରୁ ୭୫, ବରଗଡରୁ ୭୨, ଜଗତସିଂହପୁରରୁ ୭୨, ବୌଦ୍ଧରୁ ୬୮, ଦେବଗଡରୁ ୬୮, ଗଞ୍ଜାମରୁ ୬୪, ଭଦ୍ରକରୁ ୫୮, କେନ୍ଦୁଝରରୁ ୫୬, ପୁରୀରୁ ୫୬, କନ୍ଧମାଳରୁ ୪୩, କୋରାପୁଟରୁ ୪୦, ମାଲକାନଗିରିରୁ ୩୯, ଢେଙ୍କାନାଳରୁ ୨୧, ସୋନପୁରରୁ ୩ ଏବଂ ଷ୍ଟେଟ ପୁଲରୁ ୧୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୪୫ ହଜାର ୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୯ ହଜାର ୮୧୧ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୧୯ ହଜାର ୩୮୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁଣିଥରେ ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ: ୫ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୁର୍ନୀତିଗ୍ରସ୍ତ ଏବଂ ଅପରାଗତ କାରଣରୁ ଏହି ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ବାଲିକୁଦା ବ୍ଲକ ସିଡିପିଓ ସରଳା ଦେଇଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ପୋଲିସ ଇନ୍ସପେକ୍ଟର ରାମଚନ୍ଦ୍ର ବେହେରା, କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁ, ବାରିପଦା ଆଇଟିଡିଏର ଆସିଷ୍ଟାଣ୍ଟ ଇଂଜିନିୟର ସନ୍ତୋଷ କୁମାର ଦାସ, ଜଗତସିଂହପୁର ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ପ୍ରତିମା ସାହୁଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୫ ଜଣଙ୍କୁ ମିଶାଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୪୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।