ଆଜିର ଖବର ମହାପ୍ରଭୁଙ୍କ ଗୁପ୍ତ ରାହୁରେଖା ଲାଗି ନୀତି: ସାଢ଼େ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ଭୁବନେଶ୍ବର: ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଅର୍ଥାତ୍ ରେଖାପଞ୍ଚମୀ ତିଥି ଅବସରରେ ଆସନ୍ତାକାଲି ବୁଧବାର ସେପ୍ଟେମ୍ବର ୨ ତାରିଖ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ପ୍ରସିଦ୍ଧ ଓ…