ଜାତୀୟ ଖବର କେନ୍ଦ୍ରମନ୍ତ୍ରୀ ଗଡକରିଙ୍କୁ ସାକ୍ଷାତ କରି ରାଜ୍ୟର ବିଭିନ୍ନ ପ୍ରକଳ୍ପକୁ ତ୍ବରାନିତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନୂଆଦିଲ୍ଲୀ: ବର୍ତ୍ତମାନ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ପୁର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତାଙ୍କର ଏହି ଗସ୍ତକାଳରେ ସେ ସୋମବାର ଦିନ ସଡକ ପରିବହନ…