ଆଜିର ଖବର ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ ବ୍ରହ୍ମପୁର: ଜମ୍ମୁ-କଶ୍ମୀର ଭ୍ରମଣରେ ଯାଇଥିବା ଗଞ୍ଜାମ ଜିଲ୍ଲାର ଜଣେ ପର୍ଯ୍ୟଟକଙ୍କର ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗୋପାଳପୁର ଥାନା ଅନ୍ତର୍ଗତ…