ଆଜିର ଖବର ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ କାମାକ୍ଷାନଗର : ପରଜଙ୍ଗ ଥାନା ନଉପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ବୋହୁ ଶଶୁର ଉପରକୁ ଗରମ ତେଲ ଫିଙ୍ଗି ଥିବାର ଅଭିଯୋଗ ହୋଇଛି।…