ଆଜିର ଖବର ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ ଭୁବନେଶ୍ୱର: ୟୁନିଭର୍ସାଲ ଡ୍ରଗ୍ ସସେପ୍ଟିବିଲିଟି ଟେଷ୍ଟିଂ (ୟୁଡିଏସ୍ଟି) କୁ ସୁଦୃଢ଼ କରିବା, ଡ୍ରଗ୍ ରେଜିଷ୍ଟାଣ୍ଟ୍ ଟିବି ର ପ୍ରାରମ୍ଭିକ ଚିହ୍ନଟରେ ଉନ୍ନତି ଆଣିବା, ଏବଂ ମଲିକୁଲାର ଡାଇଗ୍ନୋଷ୍ଟିକ୍ସ,…