ଆଜିର ଖବର ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ରଣପୁର: ପବିତ୍ର ବଡ଼ ଏକାଦଶୀ ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ଭକ୍ତି, ସଙ୍ଗୀତ ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଥିଲା। ଟାଉନ କ୍ଲବ ଆନୁକୂଲ୍ୟରେ ପଞ୍ଚୁଦୋଳ…