ଜାତୀୟ ଖବର ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ ନୂଆଦିଲ୍ଲୀ: ଗୋପାଳପୁରରୁ ରାୟଗଡ଼ାକୁ ସିଧାସଳଖ ରେଳ ପଥ ଯୋଗେ ଯୋଡ଼ିବା ଲାଗି ୨୫୦ କିଲୋମିଟର ବିଶିଷ୍ଟ ରେଳ ଲାଇନକୁ ମଞ୍ଜୁରି ମିଳିଛି। ଏହି ରେଳ ଲାଇନର ଚୁଡ଼ାନ୍ତ…