ଜାତୀୟ ଖବର ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ ଭୁବନେଶ୍ୱର: ଭାରତ ସରକାର ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ (ପିଏମ-ଭିବିଆରୱାଇ) ଆରମ୍ଭ କରିଛନ୍ତି। ଏହା ଏକ ଐତିହାସିକ ରୋଜଗାର-ଭିତ୍ତିକ ପ୍ରୋତ୍ସାହନ ଯୋଜନା। ଏହି ଯୋଜନାର ଉଦ୍ଦେଶ୍ୟ…