ଆଜିର ଖବର ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡ ରାଜ୍ୟପାଳ ଭାବେ ନେଲେ ଶପଥ, ଯୋଗଦେଲେ ଓଡିଶା ଅତିଥୀ ରାୟପୁର: ଆଜି ପୂର୍ବାହ୍ନରେ ଛତିଶଗଡ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ରାୟପୁରର ରାଜଭବନରେ ଥିବା ଦରବାର ହଲରେ ତାଙ୍କୁ ଶପଥପାଠ କରାଇଥିଲେ ଛତିଶଗଡ…