ପୋଲିସ ହାଇସ୍କୁଲ

ପୁରୀ: ପୁରୀ ରେଡକ୍ରସ ରୋଡ୍‌ସ୍ଥିତ ପୋଲିସ ହାଇସ୍କୁଲର ଶ୍ରେଣୀଗୃହଗୁଡ଼ିକ ବିପଦଜନକ ଅବସ୍ଥାରେ ପହଞ୍ଚିଛି। ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସୁଥିବା ବେଳେ ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ…