ଆଜିର ଖବର ଓଡ଼ିଶାରେ ସଡ଼କ ସୁରକ୍ଷା ପାଇଁ STAର କଡ଼ା ପଦକ୍ଷେପ, ଫିଟ୍ନେସ୍, ପରମିଟ୍ କିମ୍ବା ରେଜିଷ୍ଟ୍ରେସନ୍ ନଥିଲେ ଗାଡ଼ି ହେବ ଜବତ ଭୁବନେଶ୍ଵର: ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସମସ୍ତ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏବେ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ…