ଆଜିର ଖବର ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର ବେତନଟୀ: ଲଗାଣ ବର୍ଷାରେ ବେତନଟୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଲଗାତାର ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ିବା ସହ ବିପଦସଂକେତ ଉପରେ ପ୍ରବାହିତ…