ଆଜିର ଖବର ପୋଲିସ ହାଇସ୍କୁଲରେ ବିପଦପୂର୍ଣ୍ଣ ଶ୍ରେଣୀଗୃହ: ଛାତରୁ ଖସିଲା ପ୍ଲାଷ୍ଟର, ବର୍ତ୍ତିଲେ ଛାତ୍ରଛାତ୍ରୀ ପୁରୀ: ପୁରୀ ରେଡକ୍ରସ ରୋଡ୍ସ୍ଥିତ ପୋଲିସ ହାଇସ୍କୁଲର ଶ୍ରେଣୀଗୃହଗୁଡ଼ିକ ବିପଦଜନକ ଅବସ୍ଥାରେ ପହଞ୍ଚିଛି। ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସୁଥିବା ବେଳେ ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ…