ଆଜିର ଖବର ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଓଡିଶାକୁ ୪୦.୫ କୋଟି ମଞ୍ଜୁର ଭୁବନେଶ୍ଵର: ଓଡ଼ିଶାରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ରାଜ୍ୟକୁ ୪୦ କୋଟି ୫୦ ଲକ୍ଷ ୭୫ ହଜାର…