ଆଜିର ଖବର ମା’ଭଗବତୀଙ୍କ ପୀଠରେ ବୈଶାଖୀ ପର୍ବ: ପଣାଯାତ୍ରା ସାରି ଭାଟପଡ଼ାରୁ ଫେରିଲେ ମା’ କାଠି ଠାକୁରାଣୀ ବାଣପୁର: ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି, ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ଗତି ଆରମ୍ଭ, ନୂତନ ବର୍ଷର ପ୍ରଥମ ଦିନରେ ମା’ ଭଗବତୀଙ୍କ ଉତ୍ତର ଦିଗ ରକ୍ଷାକାରିଣୀ ଭାଟପଡ଼ା ଦୁର୍ଗ…