ଆଜିର ଖବର ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ବିଗ୍ରହମାନଙ୍କର ଦୁର୍ଲଭ ହାତୀ ବେଶ ଅନୁଷ୍ଠିତ ହେବ। ଏ ନେଇ ଆଜି ଦଇତାପତି ସେବକମାନେ ସେନାପଟା ଓ ବାହୁଟ…