ଆଞ୍ଚଳିକ ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା ବାଣପୁର: କବି କେବେ ମରେ ନାହିଁ, ଜିଇଁ ରହେ ଚିରକାଳ ତାର ସାହିତ୍ୟରେ, ତାର ସୃଷ୍ଟି କାବ୍ୟ କବିତାରେ। ଓଡ଼ିଆ ଭାଷା ସାହିତ୍ୟରେ ନିଜର ପ୍ରଚ଼ଣ୍ଡ ବାଗ୍ମିତା,…