ରାଜ୍ୟ ଖବର ବାଣପୁରରେ ଯୁବକଙ୍କ ମୃତ୍ୟୁ ମାମଲା: ହେପାଜତ ହିଂସା ଅଭିଯୋଗକୁ ଖଣ୍ଡନ କଲା ପୋଲିସ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ବାଣପୁର: ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ହେପାଜତ ହିଂସା ଅଭିଯୋଗ ଉଠିଥିବା ବେଳେ, ପ୍ରାଥମିକ ତଦନ୍ତରେ ଏହି ଅଭିଯୋଗ ନେଇ କୌଣସି ପ୍ରମାଣ…