Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»Uncategorized»ରିଲିଜ୍‌ ହେଲା ‘କଲଙ୍କ୍‌’ର ଟ୍ରେଲର୍‌ : ଆକ୍ସନ, ଡ୍ରାମା ସହ ଇମୋସନ୍‌ର ଡବଲ୍‌ ଡୋଜ୍‌
Uncategorized

ରିଲିଜ୍‌ ହେଲା ‘କଲଙ୍କ୍‌’ର ଟ୍ରେଲର୍‌ : ଆକ୍ସନ, ଡ୍ରାମା ସହ ଇମୋସନ୍‌ର ଡବଲ୍‌ ଡୋଜ୍‌

April 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
release of kalanka trailer
release of kalanka trailer

କରନ୍‌ ଜୋହର୍‌ଙ୍କ ଫିଲ୍ମ ‘କଲଙ୍କ୍‌’ର ଟ୍ରେଲର୍‌ ଆଜି ରିଲିଜ୍‌ ହୋଇଛି । ପୂର୍ବରୁ ଏହି ଫିଲ୍ମର ତିନୋଟି ଗୀତର ଟିଜର୍ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଆଲିଆ ଭଟ୍ଟ, ବରୁଣ ଧାଓ୍ବନ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର୍‌,  ସଞ୍ଜୟ ଦତ୍ତ ଓ ମାଧୁରୀ ଦୀକ୍ଷିତ୍‌ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମର ଟ୍ରେଲରରେ ଆଲିଆ ଭଟ୍ଟ ଏବଂ ବରୁଣ ଧାବନଙ୍କ ପ୍ରେମ ମଝିରେ ସାମାଜିକ ପ୍ରଥା ଏବଂ ବିଭିନ୍ନ ପ୍ରକାରର ଅଙ୍କୁଶ ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲରରେ ଆକ୍ସନ, ଇମୋଶନ, ଡ୍ରାମା ସହ ୧୯୪୦-୫୦ ଦଶକର କାହାଣୀ ଦେଖିବାକୁ ମିଳିବ । ଏହି ୨ମିନିଟ ୧୧ସେକେଣ୍ଡର ଟ୍ରେଲରରେ ସମସ୍ତ କଳାକାରଙ୍କ ଦମଦାର ଅଭିନୟ ରହିଛି । ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏପ୍ରିଲ୍‌ ୧୭ରେ ରିଲିଜ୍‌ ହେବାକୁ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 26କୁ ବୃଦ୍ଧି

July 1, 2020

ଉରି ପରେ ବଡ଼ ପରଦାରେ ‘ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌’, ସଞ୍ଜୟ କରିବେ ପ୍ରଯୋଜନା

December 13, 2019

ବାଲୁଗାଁ ମହାବିଦ୍ୟାଳୟଠାରେ ଦୁଇଦିନିଆ ଖୋର୍ଦ୍ଧା ଜିଲ୍ଲା ଯୁବ ମହୋତ୍ସବ -୨୦୧୯ ପାଳିତ

December 12, 2019

ଜାତୀୟ ଟ୍ରେଡ୍‌ ଫେୟାର୍‌ ଉଦ୍‌ଘାଟନ ଅବସରରେ କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବ୍ବାସ୍‌ ନକ୍‌ଭୀଙ୍କ ସହ କିରଣ ରିଜ୍ଜୁ

November 15, 2019
Latest News

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.