Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାଉଗାଁ ଏକତା ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଆଞ୍ଚଳିକ

ନାଉଗାଁ ଏକତା ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

April 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଏକତା ସ୍ପୋର୍ଟିଂ କ୍ଳବ କାର୍ଯ୍ୟାଳୟ, ଚାରିଛକ ତିରୁଣା ଠାରେ ଏକ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହେଇଯାଇଛି। ତିରୁଣା ପଞ୍ଚାୟତର ନାଏବ ସରପଞ୍ଚ ଦିଜବର ପରିଡା ଏବଂ ବିଜୁ ଜନତା ଦଳ ନାଉଗାଁର ଯୁବ ସଭାପତି ପ୍ରତ୍ୟୁଷ ପରିଡାଙ୍କ ଦ୍ୱାରା ଏହି ଶିବିରର ଉଦଘାଟନ ହୋଇଥିଲା।

ଏହି ଶିବିରରେ ୩୫ ଜଣ ରୋଗୀ ପହଞ୍ଚି ଚକ୍ଷୁ ବିଶେଷଜ୍ଞ ଡ଼. ବି.କେ ମହାନ୍ତି ଏବଂ ତାଙ୍କ ସହଯୋଗୀ ମାନଙ୍କ ଉପସ୍ଥିତିରେ ନିଜ ନିଜର ଚକ୍ଷୁର ଚିକତ୍ସା ନିମନ୍ତେ ଉପଚାର ଜଣାଇଥିଲେ। ସେଥି ମଧ୍ୟରୁ ୬ ଜଣଙ୍କୁ ଭୂମିକା ଚକ୍ଷୁ ଚିକତ୍ସାଳୟ, ଜାରକା ଠାରେ ସେମାନଙ୍କ ଚକ୍ଷୁର ଅସ୍ତ୍ରୋପଚାର ପାଇଁ ନିଆଯାଇଥିଲା।

ଏହି ଶିବିରକୁ କ୍ଳବର ବରିଷ୍ଠ ଉପଦେଷ୍ଟା ଆଦିତ୍ୟ ପରିଡା ଏବଂ ଭରତ ସାହାଣୀ ଆୟୋଜନ କରିବା ସହିତ କ୍ଳବର ସଭାପତି ଜ୍ଞାନରଞ୍ଜନ ପରିଡା ଏବଂ ବିଶ୍ୱରଂଜନ ପରିଡା, ନାରାୟଣ ପରିଡା, ଲଲାଟ କୁମାର ପରିଡା, କ୍ଷେତ୍ରମୋହନ ସ୍ୱାଇଁଙ୍କ ସମେତ କ୍ଳବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କରୋନାର ସମସ୍ତ ନିୟମାବଳୀ ଅନୁଯାୟୀ ଶିବିରକୁ ସୁରୁଖୁରୁରେ ପରିଚାଳନା କରିଥିଲେ।

ଚକ୍ଷୁ ଚିକିତ୍ସା ଶିବିର ନାଉଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

February 28, 2026
Latest News

କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ଉଦଘାଟିତ

March 7, 2026

ମହିଳା ଆୟୋଗଙ୍କ ଦ୍ଵାରା ଜନ ଶୁଣାଣି କାର୍ଯ୍ୟକ୍ରମ

March 7, 2026

ପ୍ରତିଯୋଗିତା ନୁହେଁ, ସହଭାଗିତା ହିଁ ସନ୍ତୁଳିତ ସମାଜ ଗଠନର ଆଧାର: ଅଖିଳ କୁମାର ମିଶ୍ର

March 7, 2026

ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ ନିର୍ଦ୍ଧାରଣ ଉପରେ ବିସ୍ତୃତ ଆଲୋଚ଼ନା କଲେ ପୃଥ୍ୱୀରାଜ ହରିଚ଼ନ୍ଦନ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.