Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ
ଆଞ୍ଚଳିକ

ବାଣପୁର: ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ

March 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଶାଳିଆ ଡ୍ୟାମ ଠାରେ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ସଂଯୁକ୍ତ ରାଷ୍ଟ୍ର ସଂଘ ପକ୍ଷରୁ ୧୯୭୫ରେ ମହିଳା ଦିବସ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇଲା ପରେ ପ୍ରତି ବର୍ଷ ଏକ ନୂଆ ବିଚାର ଥିମ୍ କୁ ନେଇ ମହିଳା ଦିବସ ପାଳନ ହୋଇ ଆସୁଛି।

ଚଳିତ ବର୍ଷର ଥିମ୍ ଥିଲା ‘ଜେଣ୍ଡର ଇକ୍ୱାଲିଟି ଟୁଡେ ଫର ଏ ଷଷ୍ଟେନେବଲ ଟୁମୋରୋ’। କିନ୍ତୁ ଭାରତରେ ଲିଙ୍ଗୀକ ସମାନତା ଏକ ଅସମ୍ଭବ ପ୍ରଶ୍ନ ପରି ଲାଗୁଛି। ବିଶ୍ଵ ଆର୍ଥିକ ଫୋରମ୍ ର ଜେଣ୍ଡର ଗ୍ୟାପ ରିପୋର୍ଟ ଅନୁସାରେ ଭାରତ ୧୪୦ସ୍ଥାନ କୁ ଖସି ମହିଳାଙ୍କ ସ୍ଥିତି ଦର୍ଶାଇ ସାରିଛି। ମହିଳା ଦିବସ ର ପ୍ରାରମ୍ଭିକ ଇତିହାସ ମହିଳା ଓ ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷା ପାଇଁ ଥିଲା ଯେଉଁ ଯାତ୍ରାର ଶେଷ ଏବେବି ହୋଇନି। ଆଜିବି ନାରୀ କାମକୁ ନିକୃଷ୍ଟ ମୂଲ୍ୟହିନ ବୋଲି ବିଚାରିବା ପୁରୁଷ ବାଦି ବିଚାରର ସହଜ ପ୍ରବୃତ୍ତି।

ଆଜି ଦେଶରେ ଯେଉଁଠି ସମ୍ବିଧାନ ଓ ସାମ୍ବିଧାନିକ ଅଧିକାର, ଶିକ୍ଷା, କଥା କହିବା, ଜୀବନ ଜୀବିକା ସବୁ କିଛି ବିପନ୍ନ ସେତେବେଳେ ମହିଳା ଦିବସର ଏ ଥିମ୍ ‘ଜେଣ୍ଡର୍ ଇକ୍ୱାଲିଟି ଟୁଡେ ଫର ଏ ଷଷ୍ଟେନେବୁଲ ଟୁମୋରୋ’ କଣ ହେବ ଏହା ଏକ ଆହ୍ୱାନ। ଲୀଙ୍ଗିକ ସମାନତା ଆମ ସାମ୍ବିଧାନିକ ମୌଳିକ ଅଧିକାର ସୁରକ୍ଷା ପାଇଁ ନାରୀ ଶକ୍ତି ପ୍ରଦର୍ଶନର ଆବଶ୍ୟକତା ଅଛି।ଏହି ବାର୍ତ୍ତା କୁ ନେଇ ଆଜିର ଆଲୋଚନା ମହିଳା ସମାନତା ଅଧିକାର ଏବଂ ସଂବିଧାନ କୁ ନେଇ ସମ୍ମିଳନୀ ରେ ଚର୍ଚ୍ଚା କରାଯାଇଥିଲା।

ଏହି କାର୍ଯକ୍ରମକୁ ଏକତା ପରିଷଦ ଟ୍ରଷ୍ଟ ର ମୁଖ୍ୟ ସନ୍ଧ୍ୟା ଦେବୀ ସଞ୍ଚାଳନ କରିଥିଲେ। ଅଞ୍ଚଳର ମହିଳା ଗ୍ରୁପ, ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତା, ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ୩୦୦ରୁ ଉର୍ଦ୍ଧ୍ଵ ମହିଳାମାନେ ଯୋଗ ଦେଇଥିଲେ।

ଏକତା ପରିଷଦ ଟ୍ରଷ୍ଟ ବାଣପୁର ବିଶ୍ୱ ମହିଳା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ବାଣପୁର ବ୍ରହ୍ମେଶ୍ୱର ମନ୍ଦିରରୁ ଚୋରି ଘଟଣା: ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ

February 18, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026
Latest News

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026

ଏଲିଏନ୍‌ମାନଙ୍କର ଗୁପ୍ତ ତଥ୍ୟ ପ୍ରକାଶ କରିବ ଆମେରିକା!: ବଡ଼ ନିର୍ଦ୍ଦେଶ ଜାରି କଲେ ଟ୍ରମ୍ପ୍ 

February 20, 2026

ଆମେରିକା ସହିତ ‘ପ୍ୟାକ୍ସ ସିଲିକା’ରେ ଯୋଗଦେଲା ଭାରତ: ଜାଣନ୍ତୁ ଏହା କ’ଣ?

February 20, 2026

“ଯଦି ଆପଣମାନେ ଫ୍ରାନ୍ସ ଆସନ୍ତି…”: ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ମାକ୍ରୋନ୍

February 20, 2026

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.