Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‘ଏକତା ପରିଷଦ ଟ୍ରଷ୍ଟ ‘ ପକ୍ଷରୁ ବାଣପୁରରେ ବିଶ୍ଵ ମାନବାଧିକାର ଦିବସ ପାଳନ
ଆଞ୍ଚଳିକ

‘ଏକତା ପରିଷଦ ଟ୍ରଷ୍ଟ ‘ ପକ୍ଷରୁ ବାଣପୁରରେ ବିଶ୍ଵ ମାନବାଧିକାର ଦିବସ ପାଳନ

December 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ଡ୍ୟାମ ଠାରେ ବିଶ୍ଵ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଦିବାସୀ ମାଆମାନଙ୍କ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଆଦିବାସୀ ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ହିଂସାରୁ ସୁରକ୍ଷା ପାଇଁ ଆଲୋଚନା କରାଯାଇ ମହିଳା ଅଧିକାର ମାନାବାଧିକାର ଓ ଏହାର ସୁରକ୍ଷାପାଇଁ ସମ୍ବିଧାନକୁ କିପରି ଭାବେ ଘରେ ଘରେ ପହଞ୍ଚିବାର ବ୍ୟବସ୍ଥା କରାଯାଇପାରିବ, ସେ ସମ୍ପର୍କରେ ଚର୍ଚ୍ଚା କରାଯାଇ ଥିଲା।

ଗତ ନଭେମ୍ବର ମାସ ୨୫ ତାରିଖ ବିଶ୍ଵ ମହିଳା ହିଂସା ବିରୋଧୀ ଦିବସରୁ ଆରମ୍ଭ କରାଯାଇଥିବା ‘ମହିଳା ହିଂସା ବିରୋଧୀ ଜାଗରଣ’ ଅଭିଯାନ କୁ ଆଜି ମାନାବାଧିକାର ଦିବସରେ ସମାପନ କରାଗଲା, ଯାହା ମହିଳା ସୁରକ୍ଷା ଓ ମାନାବାଧିକାର ସୁରକ୍ଷା ଦିଗରେ ଆଦିବାସୀ ମାଆମାନଙ୍କ ଶକ୍ତି କୁ ମଜଭୁତ କରିବ।

ଏହି ସମ୍ମିଳନୀରେ ବରବରା ଅଞ୍ଚଳର ମହିଳା ସଭାପତି ସରସ୍ଵତୀ ପ୍ରଧାନ, ମଞ୍ଜୁଳା ପ୍ରଧାନ, ଗୀତମାୟୀ, ଟୁନି ଦାସ ମହିଳା ମାନଙ୍କ ସଂଗଠନ କୁ କିପରି ମଜବୁତ୍ କରିବା ସହ ମାନାବାଧିକାର ସୁରକ୍ଷା ଦିଗରେ ସଂଘର୍ଷ କରିବାକୁ ଆହ୍ବାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ‘ଏକତା ପରିଷଦ ଟ୍ରଷ୍ଟ’ ର ସନ୍ଧ୍ୟା ଦେବୀ ପରିଚାଳନା କରିଥିଲେ।

ଏକତା ପରିଷଦ ଟ୍ରଷ୍ଟ ବାଣପୁର ଶାଳିଆ ଡ୍ୟାମ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.