Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁରରେ ପ୍ରଫୁଲ୍ଲ ବ୍ୟୋମକେଶ ଫୁଟବଲ ଟୁର୍ଣ୍ଣାମେଣ୍ଟ: ବାଙ୍କିକୁ ହରାଇଲା ଖୋର୍ଦ୍ଧା
ଆଞ୍ଚଳିକ

ରଣପୁରରେ ପ୍ରଫୁଲ୍ଲ ବ୍ୟୋମକେଶ ଫୁଟବଲ ଟୁର୍ଣ୍ଣାମେଣ୍ଟ: ବାଙ୍କିକୁ ହରାଇଲା ଖୋର୍ଦ୍ଧା

December 26, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ନିକଟସ୍ଥ ଗୋପାଳପୁର ଠାରେ ଚାଲିଥିବା ପ୍ରଫୂଲ୍ଲ ବ୍ୟୋମକେଶ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଏକ ମ୍ୟାଚରେ ବାଙ୍କିକୁ ଖୋର୍ଦ୍ଧା ୨-୦ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ପ୍ରଥମରୁ ସଂଘର୍ଷମୟ ହୋଇଥିବା ବେଳେ ଶେଷରେ ବାଙ୍କିକୁ ଖୋର୍ଦ୍ଧା ଠାରୁ ପରାଜୟବରଣ କରିବାକୁ ପଡିଥିଲା।

ଏଥିରେ ଅତିଥି ଭାବେ ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି, ରଣପୁର ତହସିଲଦାର ପ୍ରଭାକର ପଣ୍ଡା ଯୋଗ ଦେଇଥିଲେ। ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଶିକ୍ଷକ ନେତା ସେକ୍ ଅବଦୁଲ ଖାଲିକ, ଜ୍ୟୋତି ରଞ୍ଜନ ଦାଶ ଓ ସର୍ବ ଭାରତୀୟ ଫୁଟବଲ ଯୁଗ୍ମ ସମ୍ପାଦକ ଜନାବ ହଜରତ ଅଲି ଯୋଗ ଦେଇଥିଲେ।

ଆଜିର ମ୍ୟାଚର ରେଫରି ଭାବେ ବ୍ରଜହମ ରହେମନ, ମୁନା ନାୟକ, ତାପସ ରଞ୍ଜନ ସ୍ୱାଇଁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଆସନ୍ତାକାଲି ପୁରୀ ନୀଳଚକ୍ର ସ୍ପୋର୍ଟସ କ୍ଲବ ଓ ଭଞ୍ଜନଗର ସ୍ପୋର୍ଟସ କ୍ଲବ ମଧ୍ୟରେ ମୁକାବିଲା ହେବ।

ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ଫୁଟବଲ ଟୁର୍ଣ୍ଣାମେଣ୍ଟ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026
Latest News

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026

ସ୍ଥିର ହେଲା କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ ତମ କିସ୍ତି?: ଜାଣନ୍ତୁ…

March 11, 2026

ବିଜେଡ଼ି ଛାଡ଼ିଲେ ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା

March 11, 2026

ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ମଞ୍ଜୁର କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ସଂପୂର୍ଣ୍ଣ ମାମଲା

March 11, 2026

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.