Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସନ୍ଥ ରାମପାଲଜୀ ମହାରାଜଙ୍କ ସାନିଧ୍ୟରେ ୬୨୬ ତମ କବୀର ସାହେବ ପ୍ରକଟ ଦିବସ ପାଳିତ
ଆଞ୍ଚଳିକ

ସନ୍ଥ ରାମପାଲଜୀ ମହାରାଜଙ୍କ ସାନିଧ୍ୟରେ ୬୨୬ ତମ କବୀର ସାହେବ ପ୍ରକଟ ଦିବସ ପାଳିତ

May 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜଗତ ଗୁରୁ ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜଙ୍କ ତତ୍ତ୍ବାବଧାନରେ କଳାହାଣ୍ଡି ଜିଲ୍ଲାର ସଦରମହକୁମା ଭବାନୀପାଟଣାରେ ୬୨୬ ତମ କବୀର ସାହେବ ପ୍ରକଟ ଦିବସ ଉପଲକ୍ଷେ ଏକ ଭବ୍ୟ ଶୋଭଯାତ୍ରା ହୋଇଯାଇଛି।

ପରମେଶ୍ବର କବୀର ସାହେବଙ୍କ ପ୍ରକଟ ଦିବସ ଉପଲକ୍ଷେ ସନ୍ଥ ରାମପାଲଜୀ ମହାରାଜାଙ୍କ ସାନିଧ୍ୟରେ ୨, ୩ ଓ ୪ ଜୁନ ୨୦୨୩ ରେ ଭାରତର ୧୦ଟି ସତ୍ୟଲୋକ ଆଶ୍ରମରେ ବିଶାଳ ଭୋଜନ-ଭଣ୍ଡାରା, ଯୌତୁକ ମୁକ୍ତ ବିବାହ ଓ ରକ୍ତଦାନ ଶିବିର ପରି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଅଛି। ଏହି କାର୍ଯ୍ୟକ୍ରମକୁ ସର୍ବ ମାନବ ସମାଜକୁ ଆମନ୍ତ୍ରଣ କରାଯାଉଛି। ସମାଜକୁ ନିଶାମୁକ୍ତ, ଜାତିଭେଦ ମୁକ୍ତ, ଯୌତୁକ ମୁକ୍ତ, ଭ୍ରଷ୍ଟାଚାର ମୁକ୍ତ କରି ଏକ ସୁସ୍ଥ ସମାଜ ନିର୍ମାଣ ପାଇଁ ସନ୍ଥ ରାମପାଲଜୀ ମହାରାଜା ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ଏହା ହେଉଛି ତାହାର ଅଂଶ ବିଶେଷ ବୋଲି କୁହା ଯାଇଛି ।

ଏହି ଶୋାଯାତ୍ରାରେ ଓଡ଼ିଶାର ରାଜ୍ୟ ସଂଯୋଜକ ଭକ୍ତ ଅକ୍ଷୟ ନାଏକ, ସହ ସଂଯୋଜକ ଭକ୍ତ ନିରଞ୍ଜନ ମାଝୀ, କଳାହାଣ୍ଡି ଜୋନ ସଂଯୋଜକ ଧନୁ ଚନ୍ଦ୍ର ସା, ସମ୍ବଲପୁର ଜିଲ୍ଲା ସଂଯୋଜକ ଭକ୍ତ ଋଷି କୁମାର ଭୋଇ, ଓଡ଼ିଶା ରାଜ୍ୟ ସୋସିଆଲ ମିଡ଼ିଆ ସଂଯୋଜକ ଭକ୍ତ କ୍ଷୀରୋଦ ଦାସ, କଳାହାଣ୍ଡି ଜିଲ୍ଲା ସଂଯୋଜକ ବିଷ୍ଣୁ ପୁଟା, ରଞ୍ଜିତ ମଝି, ଗୁରୁଆରୁ ମଝି ଓ କଳାହାଣ୍ଡି ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ନିରଞ୍ଜନ ମେହେରଙ୍କ ସମେତ ଓଡ଼ିଶା ରାଜ୍ୟର ସନ୍ଥ ରାମପାଲଜୀ ମହାରାଜଙ୍କର ସମସ୍ତ ଅନୁଯାୟୀ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ନିରନ୍ତର ଅଭିବୃଦ୍ଧି ମେଳା

January 8, 2026

ଭୀମ ଭୋଇ କଲେଜରେ ରକ୍ତଦାନ ଶିବିର: ୨୫ ୟୁନିଟ୍ ରକ୍ତ ସଂଗ୍ରହ

January 6, 2026

ବାଲୁଗାଁ: ସତସଙ୍ଗ ଶ୍ରୀମନ୍ଦିରରେ ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

January 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପ୍ଲାଷ୍ଟିକ ମୂକ୍ତ ଧାରଣୀୟ କ୍ୟାମ୍ପସ ସଚେତନତା କାର୍ଯ୍ୟକ୍ରମ

January 3, 2026
Latest News

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026

ହିମାଚଳରେ ବଡ଼ ଦୁର୍ଘଟଣା: ଖାଇକୁ ଖସିଲା ବସ୍, ୮ ମୃତ, ଅନେକ ଆହତ

January 9, 2026

କାମ୍ପା-ସିଓର ପ୍ୟାକେଜ୍ ପାଣି ପାଇଁ ଅମିତାଭ ବଚ୍ଚନ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ

January 9, 2026

“କାହାର ଚାପରେ ପରିବର୍ତ୍ତନ ହେବ ନାହିଁ ଶକ୍ତି ନୀତି”: ଟ୍ରମ୍ପଙ୍କ ୫୦୦% ଶୁଳ୍କ ବିଲ୍ ଉପରେ ଭାରତର ଜବାବ

January 9, 2026

ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.