Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ମାରି ଧାରଣାରେ ବସିଲେ ପାଇକ ଖଣ୍ଡାୟତ ମହାସଂଘ
ଆଞ୍ଚଳିକ

ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ମାରି ଧାରଣାରେ ବସିଲେ ପାଇକ ଖଣ୍ଡାୟତ ମହାସଂଘ

August 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଓଡ଼ିଶା ବିଖ୍ୟାତ ପର୍ଯ୍ୟଟନ ସ୍ଥଳୀ ତଥା ତନ୍ତ୍ରପୀଠ ଶକ୍ତିପୀଠ ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ପଡିଛି। ମା ଉଗ୍ରତାରା ପାଇକ ଖଣ୍ଡାୟତ ମହାସଂଘର ସଦସ୍ୟମାନେ କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି। ପାଇକ ମହାସଂଘ ସଂଗଠନର ୬୦ ପରିବାରର ସଦସ୍ୟମାନେ ମା’ ଉଗ୍ରତାରା ପୀଠ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ ଓ ଧାରଣା ଦେଇଛନ୍ତି।

ପାଇକ ମହାସଂଘର ଦାବି ଅନୁଯାୟୀ, ପାଇକମାନେ ମା’ ଉଗ୍ରତାରା ପୀଠର ପାଇକ ସେବକ। ମା’ ଉଗ୍ରତାରାଙ୍କ ସମସ୍ତ ପର୍ବପର୍ବାଣି ଜାନିଯାତ୍ରାରେ ମୂଖ୍ୟ ଭୂମିକା ନିଭାଉଥିବା ବେଳେ ଦୀର୍ଘଦିନ ହେବ ପାଇକ ମହାସଂଘ ପକ୍ଷରୁ ସ୍ଥାୟୀ ଭାବରେ ମନ୍ଦିର ନିକଟରେ ନିଜସ୍ୱ ଖର୍ଚ୍ଚରେ ଦୁଇ ବଖରା ପକ୍କାଘର କରି କାର୍ଯ୍ୟାଳୟ ଚଳାଉ ଆସୁଥିଲେ। ଜିଲ୍ଲା ପ୍ରଶାସନ ଓ ପାଇକ ମହାସଂଘର ନିଷ୍ପତ୍ତି କ୍ରମେ ଉକ୍ତ ଘରଟିରେ ମନ୍ଦିର କାର୍ଯ୍ୟାଳୟ ଚାଲୁଅଛି।ସେତେବେଳେ ପାଇକ ମହାସଂଘକୁ ଜିଲ୍ଲା ପ୍ରଶାସନ ଘରଭଡା ବାବଦରେ ଏକ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଟଙ୍କା ମିଳୁନାହିଁ।

ଖଣ୍ଡାୟତ ପାଇକ ମହାସଂଘର ସଦସ୍ୟମାନେ ଉକ୍ତ ଘରଟିକୁ ଫେରାଇ ଦେବାକୁ ଜିଲ୍ଲା ପ୍ରଶାସନର ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ଏଣ୍ଡାମେଣ୍ଟ କମିଶନକୁ ବାରମ୍ବାର ଦାବି କରିବାପରେ କୈ।ଣସି ସୁଫଳ ମିଳିନାହିଁ। ଉଗ୍ରତାରା ମନ୍ଦିରରେ ପାଇକ ମହାସଂଘ ସଦସ୍ୟ ମାନେ କେୟାର ଟେକର, ମନ୍ଦିର ସୁରକ୍ଷା ନିମନ୍ତେ ସିକ୍ୟୁରିଟ ଗାର୍ଡ, କମ୍ପ୍ୟୁଟର ଅପରେଟର, ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ଦୈନିକ ଦୁଇଜଣ ସୁରକ୍ଷା ଦାୟିତ୍ୱ ଆଦି ଦାୟିତ୍ୱ ଦିଆଯାଉ।

ମନ୍ଦିରରେ ଅନୁଷ୍ଠିତ ବାର୍ଷିକ ରଜ ମହୋତ୍ସବରେ ପାଇକ ମାନଙ୍କୁ ସାମିଲ କରିବା ପାଇଁ ସ୍ଥାନୀୟ ପାଇକ ଖଣ୍ଡାୟତ ମହାସଂଘର ସଦସ୍ୟ ମାନେ ଦାବିକରିଛନ୍ତି। ଉକ୍ତ ଦାବି ନେଇ ଖଣ୍ଡାୟତ ପାଇକ ମହାସଂଘ ସଦସ୍ୟ ମାନେ ମା’ ଉଗ୍ରତାରା ପୀଠ ମନ୍ଦିର କାର୍ଯ୍ୟାଳୟରେ ତାଲା ପକାଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି।

ଟାଙ୍ଗୀ ମା' ଉଗ୍ରତାରା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026

ଗୋଦାବରୀଶ ମହାବିଦ୍ୟାଳୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

May 5, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.