Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପ୍ରାଥମିକ ଶିକ୍ଷକ ସଙ୍ଘର ଗଣଧାରଣା: ବାଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ପଡିଲା ତାଲା
ଆଞ୍ଚଳିକ

ପ୍ରାଥମିକ ଶିକ୍ଷକ ସଙ୍ଘର ଗଣଧାରଣା: ବାଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ପଡିଲା ତାଲା

September 14, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ବିଭିନ୍ନ ଦାବୀ ପୂରଣ ନିମିତ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଗତ ଆଠ ତାରିଖରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲୁଅଛି। ତେବେ ସରକାର ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିବା ସହ ଶିକ୍ଷକ ମାନଙ୍କୁ ବର୍ଷକୁ ୨୨୦ ଦିନ ଶିକ୍ଷାଦାନ ନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ଏବଂ ଧାରଣା ପାଇଁ ଶିକ୍ଷକ ମାନେ ଛୁଟି ନେଇ ନଥିବା ମଧ୍ୟ ସରକାର ପ୍ରକାଶ କରିଛନ୍ତି। କିନ୍ତୁ ସରକାରଙ୍କ ଚେତାବନୀ ପରେ କୌଣସି ପ୍ରଭାବ ଶିକ୍ଷକ ମାନଙ୍କ ଉପରେ ପଡି ନଥିବା ବେଳେ ଶିକ୍ଷକ ଆହୁରୀ ତାତିଛନ୍ତି।

ବାଣପୁରରେ ୫୦ ପ୍ରତିଶତ ଶିକ୍ଷକ ଧାରଣା ସ୍ଥଳକୁ ଆସୁଥିବାବେଳେ ଆଜି ସମସ୍ତ ଶିକ୍ଷକ ଧାରଣାରେ ଯୋଗ ଦେଇଥିବା ଜଣାଯାଇଛି। ସେପଟେ ବାଣପୁର ବ୍ଲକ ଅଧୀନରେ ଥିବା ୧୧୯ ଟି ପ୍ରାଥମିକ ସ୍କୁଲ ଏବଂ ୮ ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ତାଲା ପଡିଛି। ପାଠ ପଢ଼ା ସମ୍ପୂର୍ଣ୍ଣ ଭାବରେ ଠପ ହୋଇଥିବା ଶିକ୍ଷା ଅଧକାରୀ ସନାତନ ଜାଲି ପ୍ରକାଶ କରିଛନ୍ତି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଶିକ୍ଷାଦାନ ପାଉ ନଥିବାରୁ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଏବଂ ଧାରଣାରୁ ଓହରି ଯିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଶିକ୍ଷକ ମାନେ ସେମାନଙ୍କ ଜିଦରେ ଅଟଳ ଥିବା ମଧ୍ୟ ଶ୍ରୀଯୁକ୍ତ ଜାଲି କହିଛନ୍ତି।

ପ୍ରାଥମିକ ଶିକ୍ଷକ ସଙ୍ଘ ବାଣପୁର ସନାତନ ଜାଲି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026
Latest News

UPI ସହ ଲିଙ୍କ୍ କ୍ରେଡିଟ୍ କାର୍ଡରେ MDR ଲାଗିବ କି? ଜାଣନ୍ତୁ କଣ କହୁଛି ନୂଆ ନିୟମ

September 16, 2026

ପାରିବାରିକ ଗଣ୍ଡଗୋଳରୁ ବୋମାମାଡ଼: ଭାଇର ବୋମାରେ ଭାଇ ମୃତ, ଜଣେ ଗୁରୁତର

September 16, 2026

ପରିବାର ସହ Bali Trip ପ୍ଲାନ୍‌ କରୁଛନ୍ତି କି? IRCTCର ଏହି ପ୍ୟାକେଜ୍‌ ଥରେ ଦେଖନ୍ତୁ

September 16, 2026

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026

ଫେଷ୍ଟିଭାଲ୍‌ରେ ଲାଉଡ୍ ସାଉଣ୍ଡ! କାନ ସହ ହୃଦୟ ଉପରେ ବି ପଡ଼ିପାରେ ପ୍ରଭାବ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.