Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବଜ୍ରପାତରେ ଯୁବକଙ୍କ ପ୍ରାଣହାନୀ
ଆଞ୍ଚଳିକ

ବାଣପୁର: ବଜ୍ରପାତରେ ଯୁବକଙ୍କ ପ୍ରାଣହାନୀ

August 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଝରିଆଟାଙ୍ଗୀ ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ନବରଙ୍ଗପୁର ଜିଲ୍ଲାର ବିପିନ ପାଇକ (୪୦) ବୋଲି ଜଣାପଡିଛି।

ସୂଚନା ମୁତାବକ ବିପିନ ପ୍ରତିବର୍ଷ ଝରିଆଟାଙ୍ଗୀ ଗ୍ରାମର ରମେଶ ପ୍ରଧାନଙ୍କ ଜମିରେ କାମ କରିବା ପାଇଁ ଆସିଥାନ୍ତି। ତେବେ ଆଜି ଅପରାହ୍ନରେ ଜମି ମାଲିକ ରମେଶ ଏବଂ ବିପିନ ଜମିରେ କାର୍ଯ୍ୟ କରୁଥିବା ବେଳେ ବିପିନଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ବିପିନ ସେଠାରେ ଟଳି ପଡିଥିଲେ।

ତାଙ୍କୁ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ବାଣପୁର ମେଡିକାଲକୁ ନିଆଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ମେଡିକାଲ ପକ୍ଷରୁ ନାଚୁଣୀ ଥାନାକୁ ଜଣାଇଦିଆଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ବଜ୍ରପାତ ବାଣପୁର ଯୁବକଙ୍କ ପ୍ରାଣହାନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗାଁ ନାଟକ ଶିଖୁଥିବା ବେଳେ ମାରଣାନ୍ତକ ଆକ୍ରମଣ: ଯୁବକଙ୍କ ପ୍ରାଣହାନୀ

September 16, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026
Latest News

ପୁଣି ଏପ୍ରିଲ ୧ରୁ ଖୋଲିବ ସୁଭଦ୍ରା ପୋର୍ଟାଲ

September 16, 2026

ହଟିବେ ଅଗରକର!: ଟିମ୍ ଇଣ୍ଡିଆକୁ ମିଳିବ ନୂତନ ମୁଖ୍ୟ ଚୟନକର୍ତ୍ତା

September 16, 2026

ସମୁଦ୍ରରେ ଭାରତୀୟ ଯୁଦ୍ଧଜାହାଜକୁ ଧକ୍କା ଦେଲା ପାକିସ୍ତାନ ଯୁଦ୍ଧଜାହାଜ: ଆକ୍ସନ ମୋଡରେ ଭାରତ

September 16, 2026

ହେଲିକପ୍ଟର କ୍ରାସ୍‌ ଓ ବସ ଦୁର୍ଘଟଣାରେ ୫ ମୃତ, ବହୁ ଆହତ

September 16, 2026

ଗାଁ ନାଟକ ଶିଖୁଥିବା ବେଳେ ମାରଣାନ୍ତକ ଆକ୍ରମଣ: ଯୁବକଙ୍କ ପ୍ରାଣହାନୀ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.