Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ଚାଷଙ୍ଗରା ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ, ଗୁରୁବାରରେ ମହୋତ୍ସବ
ଆଞ୍ଚଳିକ

ବାଲୁଗାଁ ଚାଷଙ୍ଗରା ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ, ଗୁରୁବାରରେ ମହୋତ୍ସବ

November 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ଚାଷଙ୍ଗରା
ବାଲୁଗାଁ ଚାଷଙ୍ଗରା ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ, ଗୁରୁବାରରେ ମହୋତ୍ସବ

ବାଲୁଗାଁ: ମାସ ମଧ୍ୟରେ କାର୍ତ୍ତିକ ମାସ ସବୁଠାରୁ ପବିତ୍ର ମାସ। ସେଥିପାଇଁ ଏହି ମାସରେ ବିଭିନ୍ନ ସ୍ଥାନରେ ନାମଯଜ୍ଞର ଆୟୋଜିତ ହୋଇଥାଏ। ସେହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ପାଳିତ ହେଉଛି ଅଷ୍ଟପ୍ରହରୀ ନାମଯଜ୍ଞ। ଯେଉଁଥିରେ ଚାଷଙ୍ଗରା ସହିତ ସ୍ଥାନୀୟ ଗ୍ରାମର ବହୁ ଭକ୍ତଙ୍କର ସମାଗମ ହୋଇଛି।

ଗତକାଲି ଭୋରରୁ ଆରମ୍ଭ ହୋଇଛି ଏହି ନାମଯଜ୍ଞ। ଆଜି ଦିନ ତମାମ ଏହି ନାମଯଜ୍ଞ ଜାରୀ ରହିଛି। ଏଥିପାଇଁ ବିଭିନ୍ନ ସ୍ଥାନରୁ ସାତଟି ନାମଯଜ୍ଞ ଦଳ ଏଥିରେ ଭାଗ ନେଇଛନ୍ତି। ଗୁରୁବାର ଦିନ ଏହାର ପୂର୍ଣ୍ଣାହୁତି ହେବା ସହ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଛି। ଶେଷରେ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ଉତ୍ସବର ଆୟୋଜନ କରାଯାଇଛି। ପ୍ରାୟ ଦୀର୍ଘବର୍ଷ ଧରି ଏହି ନାମଯଜ୍ଞ ଚାଷଙ୍ଗରା ଗ୍ରାମରେ ଆୟୋଜିତ ହୋଇଆସୁଛି।

ଅଷ୍ଟପ୍ରହର ନାମ ଯଜ୍ଞ ଚାଷଙ୍ଗରା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025

ବାଲୁଗାଁ: ରେଡକ୍ରସ ପକ୍ଷରୁ ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ଶିବିର

November 15, 2025

ଗୋଦାବରୀଶ ମହାବିଦ୍ୟାଳୟରେ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

November 15, 2025

ବାଣପୁର ଓକିଲ ସଂଘର ୪୬ ତମ ବାର୍ଷିକ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ

November 14, 2025
Latest News

ପୁଣି ଶ୍ରୀମୟୀ ମିଶ୍ରଙ୍କ ଧମକା, ଏଥର ବିଜେଡି ନେତା ସନ୍ତୃପ୍ତ ମିଶ୍ରଙ୍କୁ କଲେ ଟାର୍ଗେଟ

November 16, 2025

ଖୋର୍ଦ୍ଧାରେ ପ୍ରାଣନାଥ ଜୟନ୍ତୀ ସମାରୋହରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 16, 2025

Gold Loan: ବ୍ୟାଙ୍କ ଅପେକ୍ଷା ଘରୋଇ କଂପାନୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି

November 16, 2025

ଗଣତନ୍ତ୍ରରେ ସମସ୍ତଙ୍କର ମତାମତ ପ୍ରକାଶ କରିବାର ଅଧିକାର ଅଛି: ଉପରାଷ୍ଟ୍ରପତି

November 16, 2025

ନୂଆପଡା ଫଳାଫଳକୁ ନେଇ ଭକ୍ତ ଦାସଙ୍କ ବଡ ବୟାନ, କହିଲେ ଗୃହ ବିଭୀଷଣଙ୍କୁ ଖୋଜା ହେବ

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.