Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ବହୁବିଧ ସମସ୍ୟା ନେଇ ନୂତନ ଏସଡିପିଓଙ୍କ ସହ ଶାଳିଆ ପ୍ରେସ କ୍ଲବର ଆଲୋଚନା
ଆଞ୍ଚଳିକ

ବାଲୁଗାଁ: ବହୁବିଧ ସମସ୍ୟା ନେଇ ନୂତନ ଏସଡିପିଓଙ୍କ ସହ ଶାଳିଆ ପ୍ରେସ କ୍ଲବର ଆଲୋଚନା

February 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ପକ୍ଷରୁ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ବାଲୁଗାଁ-ବାଣପୁର ଅଞ୍ଚଳର ବହୁବିଧ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରିଥିଲେ। ପ୍ରକାଶ ଥାଉକି ବାଲୁଗାଁ-ବାଣପୁର ଅଞ୍ଚଳରେ ଦିନକୁଦିନ ଚୋରି, ଡକାୟତି, ରାହଜାନି, ଚୋରା ଦେଶୀମଦ କାରବାର, ଗଞ୍ଜେଇ ଚୋରା ଚାଲାଣ, ପାରିବାରିକ କଳହ ଆଦି ବହୁମାତ୍ରାରେ ବଢି ଚାଲିଛି। ଏହାର ନିରାକରଣ ନିମିତ୍ତ କଡା ପଦକ୍ଷେପ ଗ୍ରହଣ କରିବାକୁ ଏସଡିପିଓ ଶ୍ରୀ ପଟ୍ଟନାୟକଙ୍କୁ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଥିଲା।

ଏଥିସହିତ ଜୁଆ ଆଡ୍ଡା ଉପରେ ଚଢ଼ାଉ, ଟ୍ରାଫିକ ସମସ୍ୟା ଏବଂ ପାଟ୍ରୋଲିଂକୁ କଡାକଡି କରିବାକୁ ଆଲୋଚନା କରାଯାଇଥିଲା। ପ୍ରତିଟି ସମସ୍ୟା ଉପରେ ଗୁରୁତର ସହ ତଦନ୍ତ କରି ଏହାର ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ନେଇ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।

ଉକ୍ତ ଆଲୋଚନାରେ କ୍ଲବ ସଭାପତି ଅଜିତ କୁମାର ସାହୁ, ସମ୍ପାଦକ ଅରୁଣ କୁମାର ପଣ୍ଡା, ଉପ ସଭାପତି ଶିବଶକ୍ତି ସାସମଲ, କୋଷାଧ୍ୟକ୍ଷ ସୁଧୀର କୁମାର ପାତ୍ର, ଆଇନ ପରାମର୍ଶଦାତା ସିତାରାମ ଅଗ୍ରୱାଲ, ପ୍ରଦୀପ କୁମାର ସେଠୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ବାଲୁଗାଁ ଶାଳିଆ ପ୍ରେସ କ୍ଲବ ସ୍ୱାଗତ ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025

ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

September 6, 2025

ଚୋରି ହନୁମାନ ଗଦା ଉଦ୍ଧାର, ଦୁଇ ଗିରଫ

September 4, 2025

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମରେ ଗଣେଶ ପୂଜା ପାଳିତ

August 28, 2025
Latest News

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ: ଏଣିକି ପ୍ରତ୍ୟେକ ସୋମବାର ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ

September 8, 2025

ବାଣପୁରରେ ନକଲି ଘିଅ ବିକ୍ରି ଅଭିଯୋଗରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଚଢ଼ାଉ

September 8, 2025

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି ?

September 8, 2025

ଭୁବନେଶ୍ବର ଗାଡ଼କଣ ଅଳିଆ ଗଦା ସ୍ଥିତି ସମୀକ୍ଷା କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.