Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ଖୋଲିଲା ମେଗା ସପିଙ୍ଗ ବଜାର: ଉଦଘାଟନ କଲେ ଏନଏସି ଅଧ୍ୟକ୍ଷା
ଆଞ୍ଚଳିକ

ବାଲୁଗାଁରେ ଖୋଲିଲା ମେଗା ସପିଙ୍ଗ ବଜାର: ଉଦଘାଟନ କଲେ ଏନଏସି ଅଧ୍ୟକ୍ଷା

February 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆଗକୁ ଆସୁଛି ଦୋଳ ପର୍ବ।ଗାଁ ଗଣ୍ଡାରେ ଯାନିଯାତ୍ରା। ବାଲୁଗାଁ,ବାଣପୁର ତଥା ଆଖପାଖ ଅଞ୍ଚଳରେ ଚଳଚଞ୍ଚଳ ହୋଇଉଠିଛି ବ୍ୟବସାୟିକ ପ୍ରତିଷ୍ଠାନ। ଏହି ପରିପ୍ରେକ୍ଷୀରେ ବ୍ୟବସାୟିକ ଦୃଷ୍ଟି କୋଣରୁ ତଥା ସୁଲଭ ମୂଲ୍ୟରେ ପୋଷାକପତ୍ର,ଷ୍ଟେସନାରୀ ସାମଗ୍ରୀ ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଉପଲବ୍ଧ ରହିଥିବା ମେଗା ସପିଙ୍ଗ ବଜାର ବାଲୁଗାଁ ହନୁମାନ ପରିବା ମାର୍କେଟ ଠାରେ ଉଦଘାଟିତ ହୋଇଯାଇଛି। ଏହି ମେଗା ସପିଙ୍ଗ ବଜାରକୁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଉଦଘାଟନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର, ଜୟହିନ୍ଦ ଫାଉଣ୍ଡେସନ ସମ୍ପାଦକ ସେକ କୌଶର, ଆଇନଜୀବୀ ବିରଞ୍ଚି ନାୟକ, ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର, ପତ୍ରକାର ମିର ମକୁଦଅଲୀ, ସୟଦ ଲିୟାକତ ଅଲୀ, ସେକ ରୋଶନ, ସପିଙ୍ଗ ବଜାର ଏମଡି ମହମଦ ସାବିର, ପରିଚାଳକ ଅଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସପିଙ୍ଗ ବଜାର ଦୀର୍ଘ ଏକ ମାସ ଧରି ଚାଲୁ ରହିବା ସହ ଗ୍ରାହକଙ୍କ ଚାହିଦା ମୁତାବକ ସାମଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ମେଗା ବଜାର ଏମଡି ସାବିର କହିଛନ୍ତି। ଏଥିସହିତ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୈନନ୍ଦିନ ମେଗା ବଜାର ପରିସରରେ ବିଭିନ୍ନ ସାଂସ୍କୃତିକ,କମେଡି କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ପରିଚାଳକ ଶ୍ରୀ ସାମଲ କହିଛନ୍ତି।

ଏନଏସି ଅଧ୍ୟକ୍ଷା ବାଲୁଗାଁ ସୁକାନ୍ତି ପାଇକରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025

ବାଲୁଗାଁ: ରେଡକ୍ରସ ପକ୍ଷରୁ ଜିଲ୍ଲାସ୍ତରୀୟ ଶିକ୍ଷା ତାଲିମ ଶିବିର

November 15, 2025

ଗୋଦାବରୀଶ ମହାବିଦ୍ୟାଳୟରେ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

November 15, 2025

ବାଣପୁର ଓକିଲ ସଂଘର ୪୬ ତମ ବାର୍ଷିକ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ

November 14, 2025
Latest News

ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ମେଦବହୁଳ, ସରଳ ଓଜନ ହ୍ରାସ ଟିପ୍ସ ପ୍ରଦାନ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

November 16, 2025

ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କ ରହିଛି ବଡ ଭୂମିକା, ଜାଣନ୍ତୁ କେଉଁ ସମୟରେ କଣ କଲେ ମିଳିବ ସୁଖ ସମୃଦ୍ଧି

November 16, 2025

CII Partnership Summit: ଆନ୍ଧ୍ର ପ୍ରଦେଶକୁ ମିଳିଲା 11 ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ

November 16, 2025

ସମାଜରେ ସମ୍ମାନର ସହିତ ବଞ୍ଚିବା ପାଇଁ ଚାହୁଁଛନ୍ତି କି?: ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ବାଣୀ

November 16, 2025

ପୁଷ୍ଟିହୀନତା ଭଳି ଗୁରୁତର ସମସ୍ୟାର ନିରାକରଣ ଲାଗି ମିଲେଟ ଶସ୍ୟକୁ ବ୍ୟାପକ ପ୍ରୋତ୍ସାହନ

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.