Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ଖୋଲିଲା ମେଗା ସପିଙ୍ଗ ବଜାର: ଉଦଘାଟନ କଲେ ଏନଏସି ଅଧ୍ୟକ୍ଷା
ଆଞ୍ଚଳିକ

ବାଲୁଗାଁରେ ଖୋଲିଲା ମେଗା ସପିଙ୍ଗ ବଜାର: ଉଦଘାଟନ କଲେ ଏନଏସି ଅଧ୍ୟକ୍ଷା

February 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଆଗକୁ ଆସୁଛି ଦୋଳ ପର୍ବ।ଗାଁ ଗଣ୍ଡାରେ ଯାନିଯାତ୍ରା। ବାଲୁଗାଁ,ବାଣପୁର ତଥା ଆଖପାଖ ଅଞ୍ଚଳରେ ଚଳଚଞ୍ଚଳ ହୋଇଉଠିଛି ବ୍ୟବସାୟିକ ପ୍ରତିଷ୍ଠାନ। ଏହି ପରିପ୍ରେକ୍ଷୀରେ ବ୍ୟବସାୟିକ ଦୃଷ୍ଟି କୋଣରୁ ତଥା ସୁଲଭ ମୂଲ୍ୟରେ ପୋଷାକପତ୍ର,ଷ୍ଟେସନାରୀ ସାମଗ୍ରୀ ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଉପଲବ୍ଧ ରହିଥିବା ମେଗା ସପିଙ୍ଗ ବଜାର ବାଲୁଗାଁ ହନୁମାନ ପରିବା ମାର୍କେଟ ଠାରେ ଉଦଘାଟିତ ହୋଇଯାଇଛି। ଏହି ମେଗା ସପିଙ୍ଗ ବଜାରକୁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଉଦଘାଟନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର, ଜୟହିନ୍ଦ ଫାଉଣ୍ଡେସନ ସମ୍ପାଦକ ସେକ କୌଶର, ଆଇନଜୀବୀ ବିରଞ୍ଚି ନାୟକ, ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର, ପତ୍ରକାର ମିର ମକୁଦଅଲୀ, ସୟଦ ଲିୟାକତ ଅଲୀ, ସେକ ରୋଶନ, ସପିଙ୍ଗ ବଜାର ଏମଡି ମହମଦ ସାବିର, ପରିଚାଳକ ଅଜୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସପିଙ୍ଗ ବଜାର ଦୀର୍ଘ ଏକ ମାସ ଧରି ଚାଲୁ ରହିବା ସହ ଗ୍ରାହକଙ୍କ ଚାହିଦା ମୁତାବକ ସାମଗ୍ରୀ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ମେଗା ବଜାର ଏମଡି ସାବିର କହିଛନ୍ତି। ଏଥିସହିତ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୈନନ୍ଦିନ ମେଗା ବଜାର ପରିସରରେ ବିଭିନ୍ନ ସାଂସ୍କୃତିକ,କମେଡି କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ପରିଚାଳକ ଶ୍ରୀ ସାମଲ କହିଛନ୍ତି।

ଏନଏସି ଅଧ୍ୟକ୍ଷା ବାଲୁଗାଁ ସୁକାନ୍ତି ପାଇକରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

୩ କିଲୋମିଟର ଭାରରେ ବୋହିବା ପରେ ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁକନ୍ୟା

September 22, 2026
Latest News

୩୦ ବର୍ଷ ବୟସ ପରେ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ? ଜାଣନ୍ତୁ କେଉଁ ଟେଷ୍ଟ କେବେ କରିବେ

September 27, 2026

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.