Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମଧୁମେହ, ରକ୍ତଚାପ ଏବଂ ଥାଇରଏଡ଼୍ ସଚେତନତା ଏବଂ ପରୀକ୍ଷଣ କାର୍ଯ୍ୟକ୍ରମ
ଆଞ୍ଚଳିକ

ମଧୁମେହ, ରକ୍ତଚାପ ଏବଂ ଥାଇରଏଡ଼୍ ସଚେତନତା ଏବଂ ପରୀକ୍ଷଣ କାର୍ଯ୍ୟକ୍ରମ

December 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଶନିବାର ଦିନ ବ୍ରହ୍ମପୁର ମହାନଗର ନିଗମ ପରିସରରେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଥାଇରଏଡ଼୍ ସଚେତନତା ଏବଂ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବିଏମ୍ସିର କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ତଥା ସହରର ସମସ୍ତ ୱାର୍ଡ଼ର ଜମାଦାର ଏବଂ ସଫେଇ କର୍ମଚାରୀଙ୍କ ପାଇଁ ସଚେତନତା ତଥା ରକ୍ତ ପରୀକ୍ଷଣ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସ୍ଥିତ ଡ଼ାଏବେଟିସ୍ ଏଣ୍ଡ ଏଣ୍ଡୋକେୟାର କ୍ଲିନିକ୍ର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ସୁନିଲ କୁମାର କୋଟା ଏବଂ ତାଙ୍କ ସହକର୍ମୀ ବୃନ୍ଦ ସହଯୋଗ କରିଥିଲେ ।  ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ  ଏହି କାର୍ଯ୍ୟକ୍ରମ୧୪ ନଭେମ୍ବରରେ ବ୍ରହ୍ମପୁର ସ୍ଥିତ ଟାଉନ୍ ହଲରେ  ବ୍ରହ୍ମପୁର ପୌର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ବସ୍ତି ଉନ୍ନୟନ ଅଧିକାରୀ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉଦ୍ଘାଟନ କରିଥିଲେ । ସର୍ବପ୍ରଥମେ ଡା. ସୁନିଲ କୁମାର କୋଟା ଉପସ୍ଥିତ କର୍ମଚାରୀ ବୃନ୍ଦଙ୍କୁ ଡ଼ାଏବେଟିସ୍, ଉଚ୍ଚ ରକ୍ତଚାପ ଥାଇରଏଡ଼୍ ତଥା ଚର୍ବି ସମସ୍ୟା ଉପରେ ଏକ ପ୍ରଶ୍ନୋତ୍ତରର କାର୍ଯ୍ୟକ୍ରମ ଜରିଆରେ ଅବଗତ କରାଇଥିଲେ । ଏଥିରେ ସବୁରୋଗର କାରଣ, ରକ୍ତଚାପ, ଥାଇରଏଡ଼୍, ସ୍ନାୟୁପରୀକ୍ଷା, ପରିଶ୍ରା ପରୀକ୍ଷା (ମାଇକ୍ରାଲ) କରାଯାଇଥିଲା । ଏଥିରେ ତାଙ୍କର ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ଯୋଗଦେଇ ଉପସ୍ଥିତ ଲୋକମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସହରର ସମସ୍ତ ୱାର୍ଡ଼ର ବିିିଭିନ୍ନ ସଫେଇ କର୍ମଚାରୀଙ୍କ ପାଇଁ ୪ଟି ପୃଥକ ଦିନମାନଙ୍କରେ ଆୟୋଜିତ ହୋଇଥିଲା । ସର୍ବମୋଟ ପ୍ରାୟତଃ ୬୦୦ କର୍ମଚାରୀ ଏହି ଶିବିରମାନଙ୍କରେ ଲାଭାନ୍ୱିତ ହେବା ସହ ମଧୁମେୟ ଏବଂ ଥାଇରଏଡ଼୍ ସମ୍ବନ୍ଧିୟ ଏକ ଶିକ୍ଷଣୀୟ ପୁସ୍ତିକା ଗ୍ରହଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.