Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିନ୍ଦଲ ପରିବେଶ ଜନଶୁଣାଣୀ ଚାଲିଥିବା ବେଳେ ଢିଙ୍କିଆରେ ଜିନ୍ଦଲ ପ୍ରକଳ୍ପ ବିରୋଧୀଙ୍କ ମେଳି
ଆଞ୍ଚଳିକ

ଜିନ୍ଦଲ ପରିବେଶ ଜନଶୁଣାଣୀ ଚାଲିଥିବା ବେଳେ ଢିଙ୍କିଆରେ ଜିନ୍ଦଲ ପ୍ରକଳ୍ପ ବିରୋଧୀଙ୍କ ମେଳି

December 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
କୁଜଙ୍ଗ,୨୧/୧୨: ଏରସମା ବ୍ଳକ ଅନ୍ତର୍ଗତ ଗଡକୁଜଙ୍ଗ ବଡ଼ଦାଣ୍ଡରେ ଶୁକ୍ରବାର ଦିନ ତମାମ ଜିନ୍ଦଳ ପ୍ରକଳ୍ପର ପରିବେଶ ଜନଶୁଣାଣୀ ସମୟରେ ଢିଙ୍କିଆ ଗ୍ରାମରେ ବିରୋଧୀଙ୍କ ଏକ ମେଳି ହୋଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଥା ପାରାଦୀପ ଆଂଚଳିକ ପରିବେଶ ଅଧିକାରୀ ରମେଶ ଏକାଙ୍କ ଉପସ୍ଥିତିରେ ପରିବେଶ ଜନଶୁଣାଣୀ ହୋଇଛି। ପରିବେଶ ଶୁଣାଣୀ ସମୟରେ ପୂର୍ବତନ ସାଂସଦ ଡ଼ାକ୍ତର କୁଳମଣୀ ସାମଲ, ନିର୍ଭୟ ସାମନ୍ତରାୟ, ଅମୃତ ଦାସ, ସୁବାଷ ବେହେରା, ସଞ୍ଜୟ ମହାପାତ୍ର, ରଞ୍ଜନ ବର୍ଦ୍ଧନ ପ୍ରମୁଖ ଯୋଗ ଦେଇଥିଲେ। ଶିଳ୍ପ ବିନିମୟରେ ନିଯୁକ୍ତି, ପରିବେଶ ସନ୍ତୁଳନ, ପାରିପାର୍ଶିକ ଉନ୍ନୟନ ତଥା ଶିଳ୍ପ ପ୍ରତିଷ୍ଠାହେଲେ ମଧ୍ୟ ଯେପରି ଅଂଚଳର କୃଷି ଏହା ଦ୍ୱାର ପ୍ରଭାବିତ ନହୁ ଏ ସେନେଇ କମ୍ପାନୀ ତଥା ପ୍ରଶାସନ ସେଥିପାଇଁ ଉତ୍ତର ଦାୟୀ ରହିବା ନେଇ ଉପସ୍ଥିତ ସଦସ୍ୟ ମତବ୍ୟକ୍ତ କରିଥିଲେ।

ଅପରପକ୍ଷରେ ଫୁଲଖାଇ ମନ୍ଦିର ପରିସର ମଧ୍ୟରେ ମୂରଲୀ ସାହୁଙ୍କ ଅଧ୍ୟକ୍ଷତାରେ ଢିଙ୍କିଆ ଗ୍ରାମର ଲୋକମାନେ ଜନଶୁଣାଣୀକୁ ବର୍ଜନ କରିବା ସହିତ ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରିଥିଲେ। ଜିନ୍ଦଲ ପ୍ରକଳ୍ପକୁ ପ୍ରସ୍ଥାବିତ ଅଂଚଳ ଢିଙ୍କିଆ, ଗଡ଼କୁଜଙ୍ଗ ନୂଆଗାଁ ପଂଚାୟତର ଲୋକମାନେ ବିରୋଧ କରୁଛନ୍ତି ବୋଲି ଏହି ସଭାରେ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ମତ ଦେଇଥିଲେ। ଲୋକଙ୍କ ଅସୁବିଧା ନବୁଝି କମ୍ପାନୀ ରାଜନୈତିକ ସହାୟତା ନେଇ ପ୍ରକଳ୍ପ ଆରମ୍ଭ କରୁଛି ଯାହାକି ଭବିଷ୍ୟତରେ ବୁମେରାଂ ସାବ୍ୟସ୍ତ ହେବ ବୋଲି ମହାପାତ୍ର କହିଥିଲେ। ଏହି ସମ୍ମିଳନୀରେ ତିନି ପଞ୍ଚାୟତର ଶତାଧିକ ଲୋକ ଯୋଗ ଦେଇଥିଲେ।

 

jindal Protest
Share. Facebook Twitter LinkedIn Email WhatsApp Copy Link

Related Posts

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026
Latest News

ଫିଫା ବିଶ୍ୱକପ୍ ରେ ନୂଆ ବିବାଦ: ଟ୍ରମ୍ପଙ୍କ ଆହ୍ୱାନ ପରେ ଆମେରିକୀୟ ଖେଳାଳିଙ୍କ କୋହଳ ହେଲା ଦଣ୍ଡ

July 13, 2026

ଆଶ୍ଚର୍ଯ୍ୟ!: ୮୨ ବର୍ଷୀୟ ବୃଦ୍ଧ ଏବଂ ରିକ୍ସା ଚାଳକଙ୍କ ବ୍ୟାଙ୍କ ଖାତାରେ ଜମା ହେଲା ୭୫୯ କୋଟି

July 13, 2026

ଧୂଆଁ ଧୂଆଁ ହେଲା ମଧ୍ୟପ୍ରାଚ୍ୟ: କୁୱେତ, ବହରିନ ଏବଂ ଜୋର୍ଡାନ ଉପରେ କ୍ଷେପଣାସ୍ତ୍ର କଲା ଇରାନ

July 13, 2026

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲେ ପ୍ରଦୀପ ପାଣିଗ୍ରାହୀ

July 13, 2026

ଇଣ୍ଡିଆ ମେଣ୍ଟରେ ଫାଟ!: କଂଗ୍ରେସକୁ ଝଟକା ଦେଲେ ଷ୍ଟାଲିନ, ତାମିଲନାଡୁରେ କେରଳ-ବଙ୍ଗଳା ମଡେଲକୁ ନାଁ

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.