Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତୃତୀୟ ଆନ୍ତର୍ଜାତୀୟ ଧଉଳି କଳା ଉତ୍ସବ ଉଦ୍ଘାଟିତ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ପ୍ରଦର୍ଶନୀ
ଆଞ୍ଚଳିକ

ତୃତୀୟ ଆନ୍ତର୍ଜାତୀୟ ଧଉଳି କଳା ଉତ୍ସବ ଉଦ୍ଘାଟିତ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ପ୍ରଦର୍ଶନୀ

January 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Dhauli Art Festival

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଅବସ୍ଥିତ ଧଉଳି ହସ୍ତଶିଳ୍ପ ବଜାର ଓ ମହାବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି ତିନିଦିନିଆ ଜାତୀୟ ଧଉଳି କଳା ଉତ୍ସବ। ଏହି ଅବସରରେ ପ୍ରଥମ ଦିନ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ର କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ମାନନୀୟ ଅତିଥି ରୂପେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ସଚିବ ମନୋସ୍ୱିନୀ ସାହୁ, ଟୁରିଷ୍ଟ ଅଫିସର ଅଜୟ ରାଉତ, ବାରିଷ୍ଟର ରଣଜିତ ମହାନ୍ତି, ଏଜୁକେଶନ ଇନ୍ଷ୍ଟିଚୁସନର ନିର୍ଦ୍ଦେଶକ ସସ୍ମିତା ମହାନ୍ତି, ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ, ହରେକୃଷ୍ଣ ସାହୁ, ନେପାଳର ବରିଷ୍ଠ ଚିତ୍ରଶିଳ୍ପୀ ଭୀମ ପ୍ରସାଦ ଶର୍ମା, ଶିଳ୍ପ ଓ କଳା ଓ ତାହାର ପ୍ରଭାବ ଉପରେ ଦୃଷ୍ଟିପାତ କରି ଶିଳ୍ପୀମାନଙ୍କୁ ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ୱର୍ଗତ ଶିଳ୍ପୀ ଶରତ କୁମାର ରଥ ସମ୍ମାନରେ ହାଇଦ୍ରାବାଦର ଏମ୍. ରମେଶ ଓ ଭୁବନେଶ୍ୱରର ବିଶ୍ୱବିଜେତା ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବ ଅବସରରେ ମଧ୍ୟ ବିଶ୍ୱ ଶାନ୍ତି ଓ ବିଶ୍ୱ ତାପମାନ ବିଷୟବସ୍ତୁକୁ ନେଇ ଚିତ୍ରକଳା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଛାତ୍ରଛାତ୍ରୀମାନେ ଖୁବ୍ ସୁନ୍ଦର ଚିତ୍ର ଅଙ୍କନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମା’ଭଗବତୀଙ୍କ ମାନବୀୟ ଲିଳାର ଅନନ୍ୟ ପର୍ବ ପାଣିତୋଳା ଯାତ୍ରା: ନୌବିହାରରୁ ଫେରି ଶୟନ କଲେ ମା’

September 19, 2026

ଓସ୍କାର -୨୦୨୭ ଦୌଡ଼ରେ ମରାଠୀ ସିନେମା ‘ଗୋନ୍ଧଲ’

September 19, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026
Latest News

ଏଲଆଇସିରେ ୨୬୮୪ କୋଟିର ଠକେଇ!:  ଅନିଲ ଅମ୍ବାନୀଙ୍କ ଉପରେ ସିବିଆଇ ର କାର୍ଯ୍ୟାନୁଷ୍ଠାନ

September 19, 2026

ଭାରତୀୟ କ୍ରିକେଟ ଦଳ ପାଇଁ ହଙ୍ଗାମା: ଏସୀୟ କ୍ରୀଡ଼ାରେ ଦେଖାଗଲା ନୂଆ ବିବାଦ

September 19, 2026

ବଙ୍ଗଳା ଉପନିର୍ବାଚନରେ ​​ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ୱସ୍ତି: ନୂଆ ମୋଡ଼ ନେଲା ଏହି ଆସନ

September 19, 2026

ଜେସିବି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ

September 19, 2026

“ବଡ଼ ଠକ…”: ମକ୍କା ଚୁକ୍ତି ଉପରେ ପାକିସ୍ତାନକୁ ସମାଲୋଚନା କଲେ ପୂର୍ବତନ ଆମେରିକାର NSA

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.