Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିବେକାନନ୍ଦ ଜୟନ୍ତୀରେ ସିଏଏ ଓ ଏନଆରସି ସମର୍ଥନରେ ଜନଜାଗରଣ ଅଭିଯାନ
ଆଞ୍ଚଳିକ

ବିବେକାନନ୍ଦ ଜୟନ୍ତୀରେ ସିଏଏ ଓ ଏନଆରସି ସମର୍ଥନରେ ଜନଜାଗରଣ ଅଭିଯାନ

January 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ : ସିଏଏ ଏବଂ ଏନ୍‌ଆର୍‌ସିକୁ ସମର୍ଥନ କରି ହିଞ୍ଜିଳିକାଟୁର ସେବା ଫାଉଣ୍ଡେସନ ତରଫରୁ ସହରରେ ଏକ ବିଶାଳ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଛି । ଏଥିରେ ସଂଘର ପ୍ରତିଷ୍ଠାତା ରାକେଶ କୁମାର ରଥଙ୍କ ନେତୃତ୍ବରେ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇଥିଲା । ଶୋଭାଯାତ୍ରାରେ ଡଃ.ପ୍ରଭାକର ସାହୁ, ହରପ୍ରସାଦ ସ୍ବାଇଁ, କୁମୁଦ ରଞ୍ଜନ ପାଢ଼ୀ, ଅନ୍ତର୍ଯ୍ୟାମୀ ପାତ୍ର, କରୁଣାକର ବାଡତ୍ୟା, କଳାକାର ପୃଷ୍ଟି, କୁଶ ମହାରଣା, ଆଲୋକ କୁମାର ନାୟକ, ରଞ୍ଜନ ସାହୁ, କୋରା ପ୍ରସାଦ, ଅରବିନ୍ଦ ପଣ୍ଡା, ଦେବାନନ୍ଦ ମହାପାତ୍ର, ମାଧବ ଗୌଡ, ପ୍ରିୟଦର୍ଶୀ ପଟ୍ଟନାୟକ, ଦ୍ବିତୀକୃଷ୍ଣ ସାବତ, ପ୍ରଭୁଦତ୍ତ ପାତ୍ର, ନୟନ ମଲ୍ଲିକ, ରାଧାଶ୍ୟାମ ସାହୁ, ଅଜିତ ନାୟକ, ଜାନକୀ ଦେବୀ, ଉର୍ମିଳା ପାତ୍ର, ଜୟନ୍ତୀ ପଣ୍ଡା ଆଦି ପ୍ରମୁଖ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ଶୋଭାଯାତ୍ରା ସମୟରେ ଜନସାଧାରଣଙ୍କ ମନରେ ସିଏଏ ଏବଂ ଏନ୍‌ଆରସିକୁ ନେଇ ରହିଥିବା ଦ୍ବନ୍ଦକୁ ସମାଧାନ କରିବାର ପ୍ରୟାସ କରାଯାଇଥିଲା । ସହରର ବହୁ ସଚେତନ ଯୁବକ, ସ୍ବେଚ୍ଛାସେବୀ ଏବଂ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରା ପରେ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସମର୍ଥନ ପତ୍ର ପ୍ରଦାନ କରିଥିଲେ ।

caa hinjilikatu NATIONALYOUTHDAY NRC
Share. Facebook Twitter LinkedIn Email WhatsApp Copy Link

Related Posts

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026
Latest News

ପ୍ରିୟଙ୍କା ଗାନ୍ଧୀଙ୍କ ବୟାନକୁ ନେଇ ସଂସଦରେ ହଙ୍ଗାମା: କ୍ଷମା ଦାବି କଲେ କିରେନ ରିଜିଜୁ

July 28, 2026

ହଠାତ୍ ଇସ୍ତଫା ଦେଲେ ଭାରତୀୟ ପ୍ରଶିକ୍ଷକ!: KKR ରେ ପୁଣି ଦେବେ ଯୋଗ

July 28, 2026

ଏହି ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଆକ୍ରମଣ କଲେ ଶଙ୍କରାଚାର୍ଯ୍ୟ: ଆଣିଲେ ଗୁରୁତର ଅଭିଯୋଗ

July 28, 2026

ଜାପାନରେ ଭୟଙ୍କର ଭୂମିକମ୍ପ: ସୁନାମୀ ଚେତାବନୀ ଜାରି କଲା ପାଣିପାଗ ସଂସ୍ଥା

July 28, 2026

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.