Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆ ପକ୍ଷରୁ କରୋନା ସଚେତନତା କର୍ଯ୍ୟକ୍ରମ
ଆଞ୍ଚଳିକ

ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆ ପକ୍ଷରୁ କରୋନା ସଚେତନତା କର୍ଯ୍ୟକ୍ରମ

March 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ: ବୁଧବାର ବାଲୁଗାଁରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦିନ ୧୧ଟା ସମୟରେ ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆର ମିଳିତ ଆନୁକୂଲ୍ୟରେ ବାଲୁଗାଁ ଏନ୍ଏସିରେ କରୋନା ଭୁତାଣୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ଭାଇରସ୍‌ ପ୍ରଭାବରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଅଭିବୃଦ୍ଧି କାରଣରୁ ସମଗ୍ର ବିଶ୍ବ ସ୍ତବ୍ଧ। ଏହି ଭୂତାଣୁ ଜନିତ ମହାମାରୀର ମୁକାବିଲା କରିବା ପାଇଁ ଶାଳିଆ ପ୍ରେସ୍ କ୍ଲବ୍ ଓ ହେଲ୍ପଏଜ୍ ଓଡିଆ, ବିଭିନ୍ନ ପ୍ରଶାସନିକ ଅଧିକାରୀ ଏବଂ ସମାଜସେବୀଙ୍କ ପକ୍ଷରୁ ବାଲୁଗାଁ ସ୍ଥିତ ଗାନ୍ଧିଛକ, ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, ରେଳ ଷ୍ଟେସନ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ସାଧାରଣ ଜନତାଙ୍କୁ କରୋନା ଭୁତାଣୁ ଜନିତ ରୋଗ ନ ବ୍ୟାପିବା ସମ୍ବନ୍ଧରେ ବୁଝାଯିବା ସହିତ ବିନା ମୂଲ୍ୟରେ ହାତ ଧୁଆ ସାବୁନ ଓ ମାସ୍କ ପ୍ରଦାନ କରାଯାଇଥିଲା।

ଶାଳିଆ ପ୍ରେସ୍ କ୍ଲବ୍ ସଦସ୍ୟ ସଭାପତି ଅଜିତ୍ କୁମାର ସାହୁ, ସମ୍ପାଦକ ମନୋରଞ୍ଜନ ବେହେରା, କୋଷାଧକ୍ଷ ସଞ୍ଜିବ ପ୍ରଧାନ, ଦିବ୍ୟାକାନ୍ତ ବେହେରା, ଅନିଲ୍ ପାଇକରାୟ, ମନୋଜ ଦଳେଇ, ଚରଣ ମୁଆଁଖିଆ, ଶ୍ରୀମନ୍ତ ରାଉତରାୟ, ବିରଞ୍ଚି ନାରାୟଣ ପ୍ରଧାନ, ଭଗବାନ ଦାସ୍, ତ୍ରିଲୋଚନ ସାହୁ, ପ୍ରଭାତ କୁମାର ନାୟକ, ସୁଧିର ବେହେରା ,ହେଲ୍ପଏଜ ଓଡିଆ ସଭାପତି ରବିନ୍ଦ୍ର ସାହୁଙ୍କ ସହ ବାଲୁଗାଁ ଥାନା ଅଧିକାରି ଶ୍ରୀ ରମାକାନ୍ତ ମାହାଲିକ୍ ଓ ବାଲୁଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରି ସୌମ୍ୟକାନ୍ତ ଦାଶ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ।

 

balugaon covid19
Share. Facebook Twitter LinkedIn Email WhatsApp Copy Link

Related Posts

ହୃଦ୍ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ଶିଙ୍ଗଲ୍ସ କେବଳ ଚର୍ମ ରୋଗ ନୁହେଁ! ଷ୍ଟ୍ରୋକ୍ ଓ ହୃଦଘାତ ବିପଦ ସହ କ’ଣ ରହିଛି ସମ୍ପର୍କ?

October 5, 2026
Latest News

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.