Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆବର୍ଷର ପ୍ରଥମ ସପ୍ତାହରେ ଶୁକ୍ର କରିବେ ରାଶି ପରିବର୍ତ୍ତନ, ଏହି ପାଞ୍ଚୋଟି ରାଶିକୁ ମିଳିବ ଶୁଭ ଫଳ
ଆଜିର ଖବର

ନୂଆବର୍ଷର ପ୍ରଥମ ସପ୍ତାହରେ ଶୁକ୍ର କରିବେ ରାଶି ପରିବର୍ତ୍ତନ, ଏହି ପାଞ୍ଚୋଟି ରାଶିକୁ ମିଳିବ ଶୁଭ ଫଳ

December 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ନୂଆବର୍ଷର ପ୍ରଥମ ସପ୍ତାହରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଜାନୁଆରୀ ଚାରି ତାରିଖରେ ଶୁକ୍ର ଗ୍ରହ ଧନୁ ରାଶିରେ ସକାଳ ୫ଟା ୧୬ ମିନିଟ୍‌ ସମୟରେ ଗୋଚର ରହିବେ। ଜ୍ୟୋତିଷଶାସ୍ତ୍ର ଅନୁସରେ ଏହି ସମୟରେ ଶୁକ୍ର ଗ୍ରହ ଉଚ୍ଚ ରାଶିରେ ଗୋର ଶୁଭ ଫଳ ପ୍ରଦାନ କରିବେ। ଯଦି ଆପଣଙ୍କ ଭାଗ୍ୟରେ ଶୁକ୍ର ଅଶୁଭ ଅବସ୍ଥାରେ ରହିଛନ୍ତି ତେବେ ଆପଣଙ୍କ ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ବନ୍ଧରେ ମଧ୍ୟ ବହୁ ଅସୁବିଧାର ସାମ୍ନା କରିବାକୁ ପଡିବ। ତେବେ ଶୁକ୍ର ରାଶି ପରିବର୍ତ୍ତନ କରିବା ପରେ କେଉଁ ରାଶି ବାଲା ଲାଭ ମିଳବ ଆସନ୍ତୁ ଜାଣିବା

ମେଷ: ଏହି ଗୋଚର ମେଷ ରାଶିଙ୍କ ପାଇଁ ଶୁଭ ପରିଣାମ ଆଣିବ। ଶୁକ୍ର ଏହି ରାଶିର ଲୋକଙ୍କ ପାଇଁ ଅସୀମିତ ଲାଭ ଦେବ। ଏହି ରାଶିର ଲୋକମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆମଦାନୀ ବଢିବ। ତେବେ ନିବେଶ କରିବା ସମୟରେ ଟିକିଏ ଭାବିଚିନ୍ତି କରିବା ଆବଶ୍ୟକ।

ମିଥୁନ: ଏହି ରାଶିର ବ୍ୟକ୍ତିମାନଙ୍କ ପରିବାରରେ ଶାନ୍ତି ରହିବ। ପରିବାରରେ ଖୁସି ଆସିବ। ନୂତନ ଯାନବାହନ କ୍ରୟ ନେଇ ଇଚ୍ଛା ପ୍ରକାଶ କରିବେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବ। ନୂତନ ଚାକିରି ଲାଭଦାୟକ ହେବ। ବିଶେଷ କାର୍ଯ୍ୟ ପାଇଁ ଯାତ୍ରା ଫଳପ୍ରଦ ରହିବ।

ମକର: ଶିକ୍ଷା କ୍ଷେତ୍ର ପାଇଁ ଏହା ଗୋଚର ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ପ୍ରମୋସନ ମିଳିବାର ସୁଯୋଗ ରହିଛି। ଆପଣ ବହୁତ ରୋମାଣ୍ଟିକ୍‌ ରହିବେ। ଯଦି ଆପଣ ବିବାହିତ ହୋଇଥିବେ ତେବେ ଆପଣଙ୍କ ସମୟ ବେଶ୍‌ ଭଲରେ ରହିବ।

ଧନୁ: ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସି ଭରି ରହିବ। ଘରେ କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ନୂତନ ଘର କ୍ରୟ ଅଥବା ଗୃହ ପ୍ରବେଶ ନେଇ ସୁଯୋଗ ହେବ। ମନପସନ୍ଦର ଯାନ କ୍ରୟ କରିପାରିବେ। ସମାଜରେ ମାନସମ୍ମାନ ବଢିବ।

କୁମ୍ଭ: ଏହି ଗୋଚର ସମୟରେ ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ପୂରା ସାଥ୍‌ ହଦେବ। ଧନ ସଞ୍ଚୟରେ ସଫଳତା ମିଳିବ। ପିତାଙ୍କ ଧନ ମିଳିବାର ମଧ୍ୟ ସୁଯୋଗ ରହିବ। ଯାନ ବାହନ କିମ୍ବା ସମ୍ପତ୍ତି କ୍ରୟ କରିବା ନେଇ ସୁଯୋଗ ସୃଷ୍ଟି ହେବ।

ରାଶି ପରିବର୍ତ୍ତନ ଶୁଭ ଫଳ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Latest News

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.