Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କାଳୁପଡ଼ା ଘାଟ ପ୍ରିମିୟର ଲିଗ୍ ଲାଗି ଆରମ୍ଭ ହେଲା ଖେଳାଳି ନିଲାମ ପ୍ରକ୍ରିୟା
ଆଞ୍ଚଳିକ

କାଳୁପଡ଼ା ଘାଟ ପ୍ରିମିୟର ଲିଗ୍ ଲାଗି ଆରମ୍ଭ ହେଲା ଖେଳାଳି ନିଲାମ ପ୍ରକ୍ରିୟା

February 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାର କାଳୁପଡ଼ା ଘାଟ ଅଞ୍ଚଳରେ କାଳୁପଡ଼ା ଘାଟ ପ୍ରିମିୟର ଲିଗ୍ ଦ୍ବିତୀୟ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ଖେଳାଳି ମନୋନୟନ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସ୍ଥାନୀୟ ଅଞ୍ଚଳର ବଛା ବଛା ଖେଳାଳି ମାନଙ୍କୁ ନେଇ ଏହି ଟ୍ୱେଣ୍ଟି ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ  ଆୟୋଜନ କରାଯାଉଛି।

ଏହି ସମାରୋହରେ ଚିଲିକା  ବିଧାୟକ ସମବାୟ ପ୍ରତିନିଧି ଶେଷଦେଵ ରାୟ ଗୌରବ, ବସୁଦେବ ପ୍ରଧାନ ଶୁଭାରମ୍ଭ କରିଥିବାବେଳେ କମଳାକାନ୍ତ ମହାପାତ୍ର, ଲିକୁ ଜେନା, ଲୁଲା ଖାନ୍, ସଞ୍ଜୟ ମହାପାତ୍ର, ସତ୍ୟବ୍ରତ ସାହୁ ଏବଂ ଚନ୍ଦ୍ରକାନ୍ତ ପଲାଇ ପ୍ରମୁଖ ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ନିଜ ନିଜର ଟିମ୍ ପାଇଁ ଖେଳାଳି ଚୟନ କରିଥିଲେ।

ଏହି ଉଦଘାଟନ ଉତ୍ସବରେ ଶତାଧିକ କ୍ରୀଡ଼ାପ୍ରେମୀ ଯୋଗଦେଇ ଖେଳିବାକୁ ଥିବା ୯ ଗୋଟି ଟିମ୍ ର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାଳୁପଡ଼ା ଘାଟ ପ୍ରିମିୟର ଲିଗ୍ ଦ୍ଵିତୀୟ ସଂସ୍କରଣ ଫେବୃଆରୀ ୭ ରୁ ଆରମ୍ଭ ହେବ। ଆୟୋଜକମାନଙ୍କ ତରଫରୁ ଏହି ଖେଳକୁ ଉପଭୋଗ କରିବା ପାଇଁ ଦର୍ଶକମାନଙ୍କୁ ଅନୁରୋଧ କରାଯାଇଛି।

ଦ୍ବିତୀୟ ସଂସ୍କରଣ
Share. Facebook Twitter LinkedIn Email WhatsApp Copy Link

Related Posts

୧୯ ବର୍ଷରୁ କମ୍ ଏସିଆ କପ୍: ଆଜି ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ

December 19, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ବି.କେ. ନରେନ୍ଦ୍ରଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

December 18, 2025

ରାଜ୍ୟସ୍ତରୀୟ ବିଦ୍ୟାଳୟ ନେଟବଲ ମହାକୁମ୍ଭ ଉଦଯାପିତ, ବାଳକ–ବାଳିକା ବର୍ଗରେ କଟକ ଚମ୍ପିୟାନ

December 18, 2025
Latest News

ସବକା ବୀମା ସବକୀ ରକ୍ଷା ବିଲ୍, 2025 ସଂସଦରେ ଗୃହୀତ

December 19, 2025

୧୯ ବର୍ଷରୁ କମ୍ ଏସିଆ କପ୍: ଆଜି ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ

December 19, 2025

ପ୍ରଧାନମନ୍ତ୍ରୀଙ୍କୁ ‘ଅର୍ଡର ଅଫ୍ ଓମାନ’ ସମ୍ମାନ

December 19, 2025

ଆଜି ଡିସେମ୍ବର ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଧନ ବର୍ଷା, ଜାଣନ୍ତୁ ଶୁକ୍ରବାରର ରାଶିଫଳ

December 19, 2025

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.