Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନ୍ଦରଗଡ଼ରେ ମୋଦି : ମଜବୁତ୍‌ ଭାରତ ଓ ମଜବୁତ୍‌ ଓଡ଼ିଶା ପାଇଁ ପଦ୍ମଫୁଟିବା ଦରକାର
ଆଜିର ଖବର

ସୁନ୍ଦରଗଡ଼ରେ ମୋଦି : ମଜବୁତ୍‌ ଭାରତ ଓ ମଜବୁତ୍‌ ଓଡ଼ିଶା ପାଇଁ ପଦ୍ମଫୁଟିବା ଦରକାର

April 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନିର୍ବାଚନୀ  ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାଗସ୍ତରେ ଆସି ସୁନ୍ଦରଗଡ଼ ସଭାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଓଡ଼ିଆରେ ସୁନ୍ଦରଗଡ଼ବାସୀଙ୍କୁ ଜୁହାର ଜଣାଇବା ସହ ମୋଦି, ଓଡ଼ିଶାର ବରପୁତ୍ର ଓ ସହିଦଙ୍କୁ ପ୍ରଣାମ ଜଣାଇଥିଲେ। ବିଜେପିର ପ୍ରତିଷ୍ଠା ଦିବସ ଅବସରରେ କର୍ମୀଙ୍କୁ ଶୁଭେଚ୍ଛା ଦେବା ସହିତ ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ଓଡ଼ିଶାରେ ଚଳିତ ଥର ବିଜେପି ସରକାର ଆସିବା ନେଇ ବେଶ୍‌ ଆଶାବାଦୀ ରହିଛନ୍ତି ମୋଦି। ତେବେ ବିଜେଡ଼ି ସରକାରକୁ ଟାର୍ଗେଟ୍‌ କରିଛନ୍ତି। ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶା ପାଇଁ ମଜୁବତ୍‌ ସରକାର ଦରକାର ବୋଲି କହିଛନ୍ତି ମୋଦି। ଓଡ଼ିଶାର ଯୁବକମାନଙ୍କୁ ବାହାରକୁ କାମ କରିବାକୁ ଯିବାକୁ ପଡୁଥିବାବେଳେ ଝାଡଖଣ୍ଡର ଯୁବକମାନେ ତାଙ୍କ ରାଜ୍ୟରୁ ବାହାରକୁ ଯାଉନାହାନ୍ତି ବୋଲି କହିଛନ୍ତି ମୋଦି। ସେହିପରି ବିଜେଡ଼ିର ନିୟତି ଠିକ୍‌ ନଥିବାରୁ ବିକାଶରେ ବାଧକ ସାଜୁଛି। ଦଳିତ ଓ ଆଦିବାସୀ ଉଭୟ ବିଜେଡ଼ି ଓ କଂଗ୍ରେସ ପାଇଁ ଭୋଟ୍‌ ବ୍ୟାଙ୍କ୍‌। ଓଡ଼ିଶାରେ ମଜବୁତ୍‌ ସରକାର କରିବା ତଥା ପରିବର୍ତ୍ତନ ଆଣିବା ପାଇଁ ବିଜେପିକୁ ଭୋଟ୍‌ ଦେବାପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରେ ବିଜେଡିର ନୀତି ଓ ନିୟତି ଠିକ୍‌ ନାହିଁ, ଓଡ଼ିଶାର ବିକାଶରେ ରୋକ ଲଗାଇଛି ବିଜେଡି, ନୀତି ଠିକ୍‌ ଥିଲେ କୃଷକଙ୍କୁ ସ୍ବାସ୍ଥ୍ୟସେବା ମିଳିଥାନ୍ତା। ମଜବୁତ ଭାରତ ଓ ମଜବୁତ ଓଡ଼ିଶା ପାଇଁ ପଦ୍ମ ଫୁଟିବା ଦରକାର ବୋଲି କହିଛନ୍ତି। ବିକାଶ ଓ ଲୋକଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ ଜରୁରୀ, ପୂର୍ଣ୍ଣ ବହୁମତ ସରକାର ଆତଙ୍କବାଦୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି କହିଛନ୍ତି ମୋଦି। ସେହିପରି ଓଡ଼ିଶାରେ କେଉଁଭଳି ସରକାର ଦରକାର ତାହାର ଠିକ୍‌  ନିଷ୍ପତ୍ତି ନେବାର ଦାୟିତ୍ଵ ଲୋକଙ୍କ ଉପରେ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.