Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଙ୍ଗୀରେ ନୂତନ ତହସିଲଦାର ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଯୁବ ଓଏଏସ୍: ଯୋଗ ଦେବା ପରେ ଆରମ୍ଭ କଲେ କାର୍ଯ୍ୟାନୁଷ୍ଠାନ
ଆଜିର ଖବର

ଟାଙ୍ଗୀରେ ନୂତନ ତହସିଲଦାର ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଯୁବ ଓଏଏସ୍: ଯୋଗ ଦେବା ପରେ ଆରମ୍ଭ କଲେ କାର୍ଯ୍ୟାନୁଷ୍ଠାନ

June 26, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲରେ ନୂତନ ତହସିଲଦାର ଭାବେ ନିକଟରେ ଯୋଗ ଦେଇଛନ୍ତି ଯୁବ ଓଏଏସ୍ ଅଧିକାରୀ ସ୍ମୃତିରଞ୍ଜନ ଶତପଥୀ। ୨୦୧୬ ବ୍ୟାଚର ଉକ୍ତ ଓଏଏସ୍ ଅଧିକାରୀ ପୂର୍ବରୁ ଗଜପତି ଜିଲ୍ଲା ଅନ୍ତର୍ଗତ ଆର ଉଦୟଗିରିରେ ତହସିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ଟାଙ୍ଗୀ ହେଉଛି ତାଙ୍କର ଦ୍ଵିତୀୟ କର୍ମଭୂମି। ଆର ଉଦୟଗିରିରେ କର୍ତ୍ତବ୍ୟନିଷ୍ଠ ଭାବେ ନିଜ ଦାଇତ୍ୱ ତୁଲାଇବା ସହ ସୁଚାରୁରୂପେ ସହରରେ କୋଭିଡ ମ୍ୟାନେଜମେଣ୍ଟ ମଧ୍ୟ କରିପାରିଛନ୍ତି ଉକ୍ତ ଅଧିକାରୀ।

ତେବେ ଟାଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବାବେଳେ ଉକ୍ତ ଅଞ୍ଚଳରେ କୋଭିଡ ପରିଚାଳନାକୁ ପ୍ରାଥମିକତା ଦେବା ସହ ଅଞ୍ଚଳରେ ହେଉଥିବା ବେଆଇନ ଖଣିଜ ଦ୍ରବ୍ୟ ଚାଲାଣକୁ ରୋକିବା ଦିଗରେ ଦୃଢ ପଦକ୍ଷେପ ଗୁଡିକ ଗ୍ରହଣ କରିବେ ବୋଲି ତହସିଲଦାର ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ତେବେ ନୂତନ ଭାବେ ଟାଙ୍ଗୀ ତହସିଲଦାର ଭାବେ ଯୋଗ ଦେବା ପରେ ଶ୍ରୀ ଶତପଥୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି। ଗତକାଲି ରାତିରେ ତହସିଲଦାର ଶ୍ରୀ ଶତପଥୀ ନିରାକାରପୁର ଅଞ୍ଚଳରୁ ପାଞ୍ଚ ଗୋଟି ଖଣିଜଦ୍ରବ୍ୟ ବୋଝେଇ ଟ୍ରକ ଜବତ କରିବା ସହ ଜରିମାନା ବାବଦରେ ସେମାନଙ୍କ ନିକଟରୁ ୧ ଲକ୍ଷ ୧୫ ହଜାର ଟଙ୍କା ଆଦାୟ କରିଥିବାର ସୂଚନା ଦେଇଛନ୍ତି।

ଟାଙ୍ଗୀ ତହସିଲ ନୂତନ ତହସିଲଦାର
Share. Facebook Twitter LinkedIn Email WhatsApp Copy Link

Related Posts

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026

ଓଡ଼ିଶାରେ ଏସଆଇଆର ଅଭିଯାନରେ ୪୩.୪୭ ପ୍ରତିଶତ ପରିଗଣନା ଫର୍ମ ବଣ୍ଟନ ଶେଷ

June 6, 2026
Latest News

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026

ଧାନ ସଂଗ୍ରହ କାର୍ଯ୍ୟ ସୁଚାରୁ ଭାବେ କରିବା ପାଇଁ ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

June 6, 2026

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.